ମୟୂରଭଞ୍ଜ ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଆଗକୁ ଆଗେଇ ନେବାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭୂମିକା ବେଶ ପ୍ରସଂଶ ନିୟ,
ବାରିପଦା... ୨୯/୦୭/୨୦୨୬ ପୂର୍ଣ୍ଣଚନ୍ଦ୍ରସେଠୀ ଙ୍କର ଦୃଢ ମନବଳ ବର୍ତବ୍ୟ ପ୍ରଣୟତା ନିଷ୍ଠା ଏକାଗ୍ରତା ଏବଂ ଉଚ୍ଚମାନର ମନିଟରିଂ ଦ୍ଵାରା ମୟୂରଭଞ୍ଜ ଆଜିରାଜ୍ୟରେ ଆଗରେ । ଏହା କରି ଦେଖାଇଛନ୍ତି ଖୋଦ ଜଣେ ବରିଷ୍ଠ ଜିଲ୍ଲାଶିକ୍ଷା ଅଧିକାରୀ । ପୂର୍ଣ୍ଣଚନ୍ଦ୍ର ସେଠୀ, ତାଙ୍କର ନାମର ଯଥାର୍ଥତା ଆଜି ପୂର୍ଣ୍ଣଙ୍ଗ ଚିତ୍ର ଏବଂ ଶିକ୍ଷାର ରୁପରେଖା ବଦଳେଈ ଦେଇଛି । ଆଠାବନ ବୟସରେ ମଧ୍ୟ ଶିକ୍ଷା ଅଧିକାରୀ ଙ୍କର ମନ ବଳ ଏବଂ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଖାଇ ଦେଇଛି ଚଳିତବର୍ଷର ମାଧ୍ୟମିକ ପରିକ୍ଷାର ଫଳ ଏହି ମୟୂରଭଞ୍ଜଜିଲ୍ଲାରେ। ଯେଉଁ ଜିଲ୍ଲା ସବୁବେଳେ ବାଲେଶ୍ଵର କଟକଠାରୁ ପଛରେ ରହିଥାଏ ତାକୁ ଆଜି ଓଡିଶାରେ ଆଗକୁ ଆଗକୁ ଆଗେଇନେବାରେ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କର ଏକାଗ୍ରତା ଦୃଢମନବଳ ଆଜି ଓଡ଼ିଶା ର ଟପର କରିବାରେ ସଫଳତା ଆଣିଛି। ଅନ୍ୟ ଦିଗକୁ ଦେଖିବାକୁ ଗଲେ ପ୍ରତ୍ୟେକମାସରେ ଜିଲ୍ଲା ର ପ୍ରତ୍ୟେକ ମଣ୍ଡଳର ଶିକ୍ଷା ଅଧିକାରୀ(ବିଈଓ ) ମାନଙ୍କୁ ଏବଂ ପ୍ରଧାନଶିକ୍ଷକମାନଙ୍କୁ ନେଇ ମିଟିଂ ଏବଂ ତାଗିଦକରିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ତତ୍ପର ଥାନ୍ତି। ଉଚ୍ଚମାନର ଗୁଣାତ୍ମକ ଶିକ୍ଷାଦାନ ଉଚ୍ଚ ଶିକ୍ଷିତ ଦକ୍ଷ ଅଭିଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ରଣକୌଶଳ ତିଆରୀ କରନ୍ତି ଏବଂ ପ୍ରତ୍ୟେକସ୍କୁଲରେ ଏହାକୁ ଛାତ୍ରଛାତ୍ରୀମାନଙ୍କରଶିକ୍ଷାରେ ପ୍ରଗତି ଏବଂ ଉଚ୍ଚମାନର ପରୀକ୍ଷାରେ ଫଳ ପାଇଁ ଏହି କୌଶଳକୁ ଆପଣାନ୍ତି । ଏହାଛଡ଼ା ମେଧାବି ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ କ୍ଲାସ ମଧ୍ୟ କରିବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଆଦେଶଥାଏ। କାର୍ଯ୍ୟରେ ଖିଲାପ ହେଲେ କର୍ମଚାରୀମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଅନ୍ତି। ଯାହାଫଳରେ ଆଜି ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଆଜି ତାଙ୍କର କାର୍ଯ୍ୟର ଦକ୍ଷତା ସବୁ ମହଳରେ ବେଶ ପ୍ରସଂଶ ନିୟଏହା ଆଜିଏକ ଯୁବପିଢି ପ୍ରତି ଏକ ପ୍ରେରଣାର ଉତ୍ସ ପାଲଟିଛି। ଆଗାମି ଦିନରେ ଜିଲ୍ଲାକୁ ୧ମ ନମ୍ବରକରିବାରେ ତାଙ୍କର ସ୍ୱପ୍ନତାହା ନିଶ୍ଚିତ ସମ୍ଭବ ବୋଲି ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0