ମୋଲଟି ଫକ୍ସନ ହାଲ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଟା ଦିବସ ପାଳିତ

Dec 26, 2025 - 19:39
 0  347
ମୋଲଟି ଫକ୍ସନ ହାଲ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଟା ଦିବସ ପାଳିତ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତୋରଫରୁ 29 ତମ ପ୍ରତିଷ୍ଠା ଦିବସ ପଟାଙ୍ଗି ନିର୍ବାଚନି ମଣ୍ଡଳି ସ୍ଥିତ ସେମିଲିଗୁଡା ମୋଲଟି ଫକ୍ସନ ହାଲ ଠାରେ ମହା ସମାରୋହରେ ପାଳିତ ହଇଯାଇଛି. ଏଇ ଅବ ସରରେ ସ୍ୱର୍ଗତ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରି ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ. ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ବିଧାୟକ ପିତମ ପାଢ଼ୀ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ନିର୍ବାଚନି ମଣ୍ଡଲିର ବିଜେଡି ର ତିନିଗୋଟି ବ୍ଲକର ସଭାପତି, ପଟାଙ୍ଗି, ନନ୍ଦପୁର ବ୍ଲକର ଅଧ୍ୟକ୍ଷା ସେମିଲଗୁଡ଼ାର ବ୍ଲକ ଉପାଦକ୍ଷ ଶିବା ବାଙ୍ଗାରୀ, ବରିଷ୍ଟ ବିଜୁ ପ୍ରେମୀ ଜଗନ୍ନାଥ ପାଙ୍ଗି, ଗପାଳ ବେଵାର୍ତା, ପଟାଙ୍ଗି ଜିଲ୍ଲା ପରିଷଦ ଜୋନ ଦୁଇ ର ଲୋଇଚନ ଖରା, ସେମିଲିଗୁଡା ବ୍ଲକର କର୍ମୀ ନିଜ ଅଭି ଭାଷଣ ରେ ବିଜେଡି ରେ ଆୟୋତ ରେ ଥିବା ତିନିଗୋଟି ବ୍ଲକ, ଜିଲ୍ଲା ପରିଷଦ, ତିନୋଟି ଅଧକ୍ଷା ଥାଇକି ବଜେଡି ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜିତ ଦୁର୍ଭାଗ୍ୟ ଜନକ ବୋଳି କହିବା ସହ ପରସ୍ପର କର୍ମୀ ମାନଙ୍କ ମଧ୍ୟରେ ବୁଝା ମଣା ଠିକନ ଥିବାରୁ, ଓବାର କଂନ ଫିଡେନ୍ସ ଥିବାରୁ ହାରିଯାଇଥିବା ସେ କହିଚନ୍ତି. ବିଜେଡି ଯୁବ ନେତା ପଟ୍ଟାଙ୍ଗି ପର୍ଯ୍ୟ ବେକ୍ଷକ ଅମିତ ଅଗ୍ରୱାଲ ଏଇ ଅବସରରେ ନିଜ ଭାଷଣ ରଖିଥିଲେ. ଏବଂ ହାରିଯାଇଥିବାର କାରଣକୁ ସୋମୀକ୍ଷା କରିଥିଲେ. ଆସନ୍ତା ପଞ୍ଚାୟତ ନିର୍ବାଚନ ରେ କିପରି ଦଳ ବିଜୟ ବାନା ଉଡାଇବା ତା ଉପରେ ଏକତ୍ରିତ ହେବାର ନବୀନ ପଟନାୟକ ହାତ ମୁଠା ଟାଣ କରିବା ଉପରେ ନେଇ କର୍ମୀମାନଙ୍କ ମଧ୍ୟ୍ୟ ରେ ଆଲୋଚନା ହାଇଥିଲାଉକ୍ତ କାର୍ଯ୍ୟକ୍ରମ ରେ କାର୍ଯ୍ୟ କାରି ସଭାପତି ଶ୍ରୀ ପ୍ରସାଦ ବିଡ଼ିକା, ଶ୍ରୀ ରାମ ପୂଜାରୀ, ସେମିଲିଗୁଡା ବ୍ଲକ ଅଦ୍ୟକ୍ଷ ଲିଲି ଅଣ୍ଟା ବିରିଆ, ପଟ୍ଟାଙ୍ଗି ବ୍ଲକ ଅଦ୍ୟକ୍ଷା କୋଳ୍ପନା ପାଙ୍ଗି, ବ୍ଲକ ସଭାପତି ରାମ ଅଣ୍ଟା ବିରିଆ, ପଟାଙ୍ଗୀ ବିଜେଡି ବ୍ଲକ ସଭାପତି ଜୈସେନ ପୋଡାସେଠି, ଯୁବ ସଭାପତି ମୁନ୍ନା ଦଳ ପତି, ପୂର୍ବତନ ଜିଲ୍ଲା ପରିଷଦ ନରସିମୁଲୁ କାମୁଡି, ପୂର୍ବତନ ଏସ ଡି ସି ଅଦ୍ୟକ୍ଷା ଲଷ୍ମୀ ହୋନ୍ତାଳ, ପୂର୍ବତନ ମହିଳା ଜିଲ୍ଲା ସଭାପତି ଲୋତା ରାଇ, ଉର୍ମିଳା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବିଜେପି କୁ ସମାଲୋଚନା କରିବା ସହ ବିଜେଡି କୁ ମୋଜବୁତ କରିବା ଉପରେ ନିଷ୍ପତି ନେଇଥିଲେ.

କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ