।। ମା ଦୁର୍ଗା ଭସାଣି ସାଇସୁରନି ।।

Oct 28, 2024 - 21:51
 0  26
।। ମା ଦୁର୍ଗା ଭସାଣି ସାଇସୁରନି ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ପଂଚାୟତ, ସାଇସୁରନି ଗ୍ରାମ ର ସାପ୍ତାହିକ ବଜାର ପଡିଆରେ ମା ଦୁର୍ଗାପୂଜା ଆୟୋଜନ କରାଯାଇଥିଲା, ତିନି ଦିନ ଧରି ପୂଜାଅର୍ଚନା କରାଗଲା ଓ ସମସ୍ତ ଗ୍ରାମର ଭକ୍ତ ଗଣମାନେ ନିଜ ନିଜ ଭିତରେ ଉଲ୍ଲାସ ଉତ୍ସହିତ ଭାବେ ମା ଦୁର୍ଗା ଙ୍କୁ ପୂଜା ଶେଷ ଦିନରେ ମା ଙ୍କୁ ବିସର୍ଜନ କରିଥିଲେ ।

 ଥୁଆମୁଳ ରାମପୁର ରୁ ବାଲେଶ୍ଵର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ