।। ଭାଲୁ ଆକ୍ରମଣରେ ମଳିହା ଗୁରୁତର ।।

Sep 17, 2024 - 16:47
 0  33
।। ଭାଲୁ ଆକ୍ରମଣରେ ମଳିହା ଗୁରୁତର ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାର ପଡା ଫାଣ୍ଡି ସାହାର ପଡା ବ୍ଲକ ଡାଳପକା ପଞ୍ଚାୟତ ଡାଳପକା ଗ୍ରାମର ସ୍କୁଲ ସାହି ର କାର୍ତ୍ତିକ ଦାସ ଙ୍କ ସ୍ତ୍ରୀ ପାର୍ବତୀ ଦାସ (୪୫) ଆଜି ସକାଳେ ସେ ଶୌଚ ହେବାକୁ ଯିବା ସମୟରେ ତାଙ୍କୁ ଭାଲୁ ଏକୁଟିଆ ଦେଖି ଆକ୍ରମଣ କରିଥିଲା ଯାହା ଫଳରେ ଭାଲୁ ଝୁଣିପକାଇଥିଲା ସେ ପାଟି କରିବାରୁ ଗାଁ ଲୋକେ ଧାଇଁ ଆସି ଭାଲୁଟିକୁ ଘୋଡ଼ାଇ ଦେବା ସହ ଗୁରୁତର ମହିଳା ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ସେଠାରେ ତାଙ୍କର ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ