।। ଭଙ୍ଗା ମାଟି ଖପର ଘରେ ବିତୁଛି ଚାରି ଜୀବନ ଆବାସ ଯୋଜନା ସାତ ସପନ ।।

Jun 25, 2024 - 21:08
 0  20
।। ଭଙ୍ଗା ମାଟି ଖପର ଘରେ ବିତୁଛି ଚାରି ଜୀବନ  ଆବାସ ଯୋଜନା ସାତ ସପନ ।।

ସରକାର ସବକେ ସାତ ସବକା ବିକାଶ ବୋଲି ଯେଉଁ ବିକାଶ କରିଛି ଜଗ ମାଝୀଙ୍କ ପରିବାର ତାହା ନ କହିବା ଭଲ l ଏହି ପରିବାରରେ ଚାରି ଜଣ ଜଗ ମାଝୀ,ତାଙ୍କ ସ୍ତ୍ରୀ ସୁନା ମାଝୀ, ଝିଅ ଲଷ୍ମୀ ମାଝୀ, ପୁଅ କୃଷ୍ଣ ମାଝୀ ବସବାସ କରୁଥିବା ବେଳେ ଜଗ ମାଝୀ ଜଙ୍ଗଲ ର ଜାଳେଣି କାଠ ବିକ୍ରି କରି ଯାହା ରୋଜଗାର ମିଳେ ପରିବାର ପ୍ରତିପୋଷଣ କରିଥାନ୍ତି l କଣ କହୁଛନ୍ତି ଜଗ ମାଝୀ ଶୁଣିବା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ