।। ବାଉଁଶ ଝଳା କୁ ରାସ୍ତା ପାଇଁ ଦାବି କଲେ ଉପର ଝାପି ଗ୍ରାମ ବାସି ।।

Jul 3, 2024 - 21:44
 0  9
।। ବାଉଁଶ ଝଳା କୁ ରାସ୍ତା ପାଇଁ ଦାବି କଲେ ଉପର ଝାପି ଗ୍ରାମ ବାସି ।।

ଥୁଆମୂଳ ରାମପୁର ବ୍ଲକ ତାଳଝାପି ପଞ୍ଚାୟତ ଉପର ଝାପି ସ୍କୁଲ କୁ ଯିବା ଆସିବା ପାଇଁ ଅସୁବିଧା l ତେଣୁ ପ୍ରଶାସନ କୁ କଲେ ଗୁହାରି l ଚାଲନ୍ତୁ କଣ କହୁଛନ୍ତି ଆମ ପ୍ରତିନିଧି ଶୁଣିବା ।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଇକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ