।। ବର୍ତ୍ତମାନ ବଡ଼ ପିକଅପ୍ ଧକ୍କାରେ ଦୁଇ ଗୋରୁ ମୃତ୍ୟୁ ୧ ଗୋରୁ ଗୁରୁତର ।।

Oct 22, 2024 - 12:20
 0  11
।। ବର୍ତ୍ତମାନ ବଡ଼ ପିକଅପ୍ ଧକ୍କାରେ ଦୁଇ ଗୋରୁ ମୃତ୍ୟୁ ୧ ଗୋରୁ ଗୁରୁତର ।।

କୁକୁଡ଼ା ଦାନା ବୋଝେଇ ପିକଅପ ଧକ୍କାରେ ୨ଗୋରୁ ମୃତ: ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କି କୋଟ ୨୨୦ନମ୍ୱର୍ ଜାତୀୟ ରାଜପଥ ର କାଶିଆନାଳ ପୋଲ ନିକଟରେ ଆଜି ଏକ ଦାନା ବୋଝେଇ ପିକଅପ ଧକ୍କାରେ ୨ଗୋରୁ ଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ରେ ୨ଗୋରୁ ଙ୍କ ମୃତ୍ୟୁ ଘଟିଥିବା ବେଳେ ୧ଗୋରୁ ଗୁରୁତର ହୋଇଛି ଗୋରୁ ମାଲିକ ହେଲେ କାଶିଆ ଗ୍ରାମର ଚତୁର୍ଭୁଜ ମାହାନ୍ତ ବୋଲି ଜଣାପଡିଛି ଏହି ଗାଡ଼ି ତୁରନ୍ତ ପାଟଣା ପୋଲିସ ଧରି ଦଣ୍ଡ ଦେବାକୁ ସାଧାରଣରେ ଦାବୀ ହେଉଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ