।। ପେଟ୍ରୋଲ,ପମ୍ପ ରେ ଚାଲିଛି ହରୀ ଲୁଟ ସିନ୍ଧେକେଲା ଗ୍ରାମ ରେ ।।

ବଲାଙ୍ଗୀର ଜିଲ୍ଲା,ସିନ୍ଧେକେଲା କିଛି ଗ୍ରାହକ ଆମ ପ୍ରତିନିଧି ଙ୍କୁ ଅଭିଯୋକ କରିଥିଲେ |ପ୍ରତିନିଧି ମାନେ ବି ଯାଇ ପେଟ୍ରୋଲ ଭରିଥିଲେ, ତାଙ୍କୁ ମଧ୍ୟ୍ୟ ଚଢ଼ାଦର ରେ ପେଟ୍ରୋଲ ଦେଇଥିଲେ | ପ୍ରତିନିଧି ମାନେ ମାଲିକ ଙ୍କ ସହ କଥା ହେଲାପରେ ସେ କହିଲେ ଆମ ଏଠି ୩ ମାସ ହେଲା ଏହି ରେଟ ଚାଲିଚି, ଆପଣଙ୍କ ଅଭିଯୋଗ ଅଛି ବୋଇଲେ ଆପଣ ଆମ ଭବାନୀପାଟଣା ର SO ସହିତ କଥାହୁଅନ୍ତୁ କହିଲେ | SO ବାବୁ ଜଣକ ମାଲିକ ଠୁ ଲେଟର ପେଡ଼ ର ରେଟ ର ବିବରଣୀ ମାଗ କହିଲେ, କିନ୍ତୁ ମାଲିକ ଲେଟର ପେଡ଼ ରେ ଦେବାପାଇଁ ରୋକଠୋକ ମନାକଲେ ଏବଂ ବିଭିନ୍ନ ପେଟ୍ରୋଲ ପମ୍ପ ର ସଭାପତି ମାନଙ୍କୁ କଲ୍ କରି ଆମ ଉପରେ ଚାପ ପକେଇବାକୁ ଚେଷ୍ଟା କରିଥିଲେ | ଏଣୁ ଆମେ ଚାହୁଁଚୁ ଏହାର ପୁରାପୁରି ତଦନ୍ତ ହେଉ ଏବଂ ପେଟ୍ରୋଲ ପମ୍ପ ମାଲିକ ଙ୍କ ଉପରେ ଉଚିତ କାଯ୍ୟନୁଷ୍ଠାନ ନିଆଯାଉ |
ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋଟ
What's Your Reaction?






