।। ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମ ବାସି ।।

Apr 29, 2024 - 07:04
 0  17
।। ପିଇବା ପାଣି ପାଇଁ  ଡହଳ ବିକଳ ହେଉଛନ୍ତି ଗ୍ରାମ ବାସି ।।

ଏଠି ବଶୁଧା ଯୋଜନା ପୁରା ଫେଲ ମାରିଛି ଆମେ ଏମିତି ଭିଡିଓ ଦେଖେଇବୁ ଯାହା ଦେଖିଲେ ଆପଣ ମାନେ ବି ଚିନ୍ତା କରିବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ରେ ପାଣି ପାଇଁ ଡହକ ବିକଲ ହେଉ ଛନ୍ତି ଗ୍ରାମ ବାସି। ସରପଞ୍ଚ ଙ୍କୁ ଯେତେ ଗୁହାରି କଲେ ମଧ୍ୟ ଶୁଣୁନାହାନ୍ତି ଲୋକ ଙ୍କ କଥା ଭୋଟ ମାଗିଲ ବେଲେ ମିଠା ମିଠା କଥା କହି ଲୋକ କଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସରପଞ୍ଚ ରଞ୍ଜିତା ମେହେର ଇନ୍ଦିରା ଆବାସ ଟଙ୍କା ଖାଇବୁନାହି ନାଲି ସଫା କରିବୁ ରୋଡ ରାସ୍ତା କରିବୁ ଗାଁର ଉନ୍ନତିକରିବୁବଳି ଲୋକ କଙ୍କୁ ଭଣ୍ଡେଇ ଥିଲେ ସରପଞ୍ଚ ହେଲେ କ୍ୟୋ ଣଶି କାମରେ ଆସୁନାହାନ୍ତି ସ୍ତ୍ରୀ କଙ୍କ ସିଟ ରେ ବସି ସ୍ଵାମୀ ବସନ୍ତମେହେର ତାଙ୍କ ସହଯୋଗୀ କୁଯି ନେତା ମାନଙ୍କ ସହମିଶି ଭାଳୁମୁଣ୍ଡା ରେ ଶସ୍ତା ରାଜନୀତି କରି ଲୋକଙ୍କୁ ଭକୁଆ ବନାଇ ମାଲାମାଲ ହେଉଛନ୍ତି କୁଯି ନେତାମାନେ କେଭେ ସୁଧୁରିବେ ପରିସ୍ଥିତି ଦେଖିବାକୁ ବାକି ରହିଲା ପ୍ରଶାସନ କଣ କରୁଛନ୍ତି ।

ବଙ୍ଗୋମୁଣ୍ଡା ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ