।। ନୂଆ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତାର ସମାପନ ।।

Jan 9, 2024 - 21:38
 0  10
।। ନୂଆ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତାର ସମାପନ ।।

ରାୟଗଡା ଜିଲ୍ଲା ପୌରପାରିଷଦ ରୁ ଚାରି ଦିନିଆ ନୂଆ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତା ଅଜି ଶେଷ ହୋଇଯାଇଛି, ଏହି ପ୍ରତିଯୋଗିତା ଗବିନ୍ଦଚନ୍ଦ୍ର ଦେବ ବିଦ୍ୟାଳୟର ଖେଳ ପଡିଆ ଠାରେ ତାରିଖ 06.01.2024 ରେ ଶୁଭାରମ୍ଭ ହୋଇ ତାରିଖ 09.01.2024 ରେ ସମାପ୍ତ ହୋଇଥିଲା, ଏହି ନୂଆ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟା ରେ ଯୋଗଦେଇ ଖଖ, ଭଲିବଲ, କ୍ରିକେଟ, ଫୁଟବଲ, କବାଡି ଆଦି କ୍ରୀଡାରେ ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ , ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, କାଉନସେଲର ଶ୍ରୀ ଜଗନମହନ, ବରିଷ୍ଠ ସାମ୍ବାଦିକ ଶ୍ରୀ ସୁବ୍ରତ ଚୌଧୁରୀ, ଶ୍ରୀ ରବିନାରାୟଣ ଗୌଡ଼ ଏବଂ ସମସ୍ତ ମୁନିସିପାଲିଟିର କର୍ମକର୍ତା ଯୋଗଦେଇଥିଲେ, ଏହି ପ୍ରତିଯୋଗିତାରେ ଭାଗନେଇଥିବା କୃତ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

କ୍ୟାମେରା ମେନ ରବି ଗୌଡ଼ଙ୍କ ସହ ରାୟଗଡ଼ରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ