କାନ୍ଦିଲି ରେ ଅନ୍ତ-ରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ, ଆନ୍ଦ୍ର ଓଡିଶା ମୁହାଁମୁହିଁ, ବିଜୟୀ ହେଲେ ଆନ୍ଦ୍ର ୧୧

Jun 10, 2026 - 09:10
 0  60
କାନ୍ଦିଲି ରେ ଅନ୍ତ-ରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ, ଆନ୍ଦ୍ର ଓଡିଶା ମୁହାଁମୁହିଁ, ବିଜୟୀ ହେଲେ ଆନ୍ଦ୍ର ୧୧

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦୁର୍ଗମ ପେଟୁର ପଂଚାୟତ ର କାନ୍ଦିଲି ଠାରେ ଗ୍ଲାରିଓସ କ୍ରିକେଟ ସଂଘଠନ କାନ୍ଦିଲି ଦ୍ଵାରା ଅନ୍ତ-ରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ କାନ୍ଦିଲି ଠାରେ ଅନୁଷ୍ଠିତ କରାଯାଇଥିଲା, ବିଶେଷ ଭାବେ ଗ୍ଲାରୀଓସ କ୍ରିକେଟ ସଂଘଠନ ର ସଭାପତି ଦଶରଥ ଖିଲ, ସେକ୍ରେଟାରୀ ମୋଜେଶ ଗାଣ୍ଡେରୀ, ବୋଲୁ ପେଳମାଳ, ପୂର୍ଣ୍ଣ ଗୁଣ୍ଠା, ହରି ଗାନ୍ଦେରୀ ଏବଂ ସଂଘଠନ ର ସମସ୍ତ ସଦସ୍ୟ ଙ୍କ ନେତୃତ୍ୱ ରେ ଏହି ଟୁର୍ନାମେଣ୍ଟ ରେ ପ୍ରାୟ ୧୬ ଗୋଟି ଦଳ ଭାଗ ନେଇଥିଲେ ପରିଶେଷ ଫାଇନାଲ ମ୍ୟାଚ ରେ ପ୍ରବେଶ କରିଥିଲେ ଆନ୍ଦ୍ରର ଫାହାଡେର ୧୧ ଓ ଓଡିଶା ର ପୁକାଲି୧୧ ଦୁଇ ଟିମକୁ ନେଇ ଆଜି ଅର୍ଥାତ ମଙ୍ଗଳବାର ଦିନ ଫାଇନାଲ ମ୍ୟାଚଅନୁଷ୍ଠିତ ହୋଇଥିଲା, ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିଲେ ପଟ୍ଟାଙ୍ଗି ବ୍ଲକ ଅଧକ୍ଷା କୋଳ୍ପନା ପାଙ୍ଗି, ଜ଼ିଲ୍ଲା ପରିଷଦ ଲାଇଚନ ଖରା ସମାନିଅ ଅତିଥି ,ବିଧାୟକ ପ୍ରତିନିଟି ଗୁପ୍ତ ଶଙ୍କର ପଟ୍ଟନାୟକ, bjd ଯୁବ ଶୋଭାପୋତି ପ୍ରଦୀପ କୁମାର ପଣ୍ଡା | ପେଟୁର ସମିତି ସଭ୍ୟା ରଞ୍ଜିତା ଗାଣ୍ଡେରୀ, ସ୍ଥାନୀୟ ସରପଞ୍ଚ ମମିତା ବାଙ୍କା ଙ୍କ ସହ ସନ୍ନମାନୀତ ଅଥିତି ଭାବେ ଯୋଗ ଦେଇଥିଲେ ଏବଂ ଅଞ୍ଚଳର ମାନ୍ୟଗନ ପ୍ରଭୁତି ଙ୍କ ଉପସ୍ଥିତି ରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନକରି ଫାଇନାଲ ମ୍ୟାଚ ଅନୁଷ୍ଠିତ କରାଯାଇଥିଲା ଏହି ମ୍ୟାଚ ଦେଖିବା ପାଇଁ କାନ୍ଦିଲି ଗ୍ରାଉଣ୍ଡ ରେ ପ୍ରବଳ ଖୋରରେ ମଧ୍ୟ୍ୟ ଖୋଚାଖୋଚ ଦର୍ଶକ ଭରି ହୋଇ ଖେଳ ର ଆନନ୍ଦ ଉଠାଇଥିଲେ l ଏହି କ୍ରିକେଟ ଖେଳ ରେ ପ୍ରଥମେ ବ୍ୟାଟିଙ୍ଗ କରି ଆନ୍ଦ୍ର ୧୧ - ୧୫୧ ରନ ର ଟାର୍ଗେଟ ଦେଇଥିଲେ ଓଡିଶା ପୁକାଲି ୧୧ କୁ କିନ୍ତୁ ଶେଷ ପର୍ଯ୍ୟନ୍ତ ଖେଳ ରୋମାଞ୍ଚଙ୍କର ଭାବେ ହୋଇଥିଲା କିନ୍ତୁ ଶେଷରେ ଆନ୍ଦ୍ର ୧୧ ବିଜୟୀ ଲାଭ କରିଥିଲେ ଆଉ ଏହି ଟାର୍ଗେଟ ର ପିଛା କରି ନପାରି ୧୪ ରନ ରେ ହାରିଥିଲା ଓଡିଶା ପୁକାଲି ୧୧ ଲ କୋରାପୁଟ ରୁ ରୁପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ