କାଠ ବଜେଇ ଟ୍ରକ ପଛରେ ପିଟିହେଲା ମୋଟର ସାଇକେଲ ଗୁରୁତ୍ୱର ଅବସ୍ଥାରେ ଚାଳକ

Aug 7, 2024 - 17:34
 0  11
କାଠ ବଜେଇ ଟ୍ରକ ପଛରେ ପିଟିହେଲା ମୋଟର ସାଇକେଲ ଗୁରୁତ୍ୱର ଅବସ୍ଥାରେ ଚାଳକ

ଏଭଳି ଏକ ଘଟଣା ଘଟିଛି କଞ୍ଚନା ଗ୍ରାମ ନିକଟରେ ପିଲା ର ନାମ, U. K ଅବଜୋଲ, ସୋଗୋର ଗ୍ରାମର ଛାତ୍ରଟି ତୁସବା ଆଦର୍ସ ସ୍କୁଲ ରେ ଟିସି ନେବାକୁ ଯାଉଥିଲା ଏବଂ ଛିଡା ହେଇଥିବା କାଠ ବଜେଇ ଟ୍ରକ କୁ ଦକା ଦେଇକି ମୋଟର ସାଇକେଲ ଗାଡି ବିତରେ ପୋସିଗଲା ଓ ଉକ୍ତ ଏରିଆର ଜମିବାଡ଼ି ରେ କାମ କରୁଥିବା ଲୋକ ମାନେ ଦୁର୍ଗଟଣା ଦେଖି ଲମତାପୁଟ ଆସାକିରଣ ହସ୍ପିଟାଲ କୁ ଆଣିଥିଲେ। କିନ୍ତୁ ଡ଼ାକ୍ଟର ସାଇଲେନ ଓ ଡ୍ରେସିଂଙ୍ଗ କରିକି ବିଶାଖାପାଟଣା ମେଡିକାଲକୁ ରେପୋର କରିଛନ୍ତି।

 ଲମତାପୁଟରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ