କଳାହାଣ୍ଡି ଜିଲ୍ଲା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହଲିଙ୍ଗ ଙ୍କ ଧାନ ମଣ୍ଡି ପରିଦର୍ଶନ
କଳାହାଣ୍ଡି ଜିଲ୍ଲା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଙ୍କ ବିଭିନ୍ନ ମଣ୍ଡି ପରିଦର୍ଶନ କରି କଥା ଦେଇ କଥା ରଖିଲେ ସରକାର ,ଏବଂ ଧାନ କ୍ରୟ ମୂଲ୍ୟ ୩୧୦୦ ଟଙ୍କା ରଖି ଚାଷୀ ମାନେ ଆଉ କିଭଳି ଭାବରେ ଉପକୃତ ହେବେ ତାହା ସରକାର ଉଦ୍ୟମ ଜାରି ରଖିଛନ୍ତି, ଆଗାମୀ ଦିନରେ ଆଉ କିଭଳି ଭାବରେ ଚାଷୀ ମାନେ ସହଜରେ ଧାନ ବିକ୍ରି କରିପାରିବେ, ତାହା ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି ସରକାର , ଜୟ ଯବାନ ଜୟ କିଶାନ ନାରା ଦେଇ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ, ସ୍ଥାନୀୟ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଜିଲ୍ଲାପାଲ, ଉପ ଜିଲ୍ଲାପାଳ ,ଏବଂ ଚାଷୀ ମାନେ ସମସ୍ତେ ମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଥିଲେ ,
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ରୁ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0