।। କଂଗ୍ରେସ୍ .ବିଧାୟକ କାଡ୍ରାକା ଆପାଲାସ୍ବାମୀ ଙ୍କୁ ଭେଟିବା ପାଇଁ ଗଲେ ଅ ସହାୟତା ଭୂମି ହିନ ଲୋକେ ।।

Jun 15, 2024 - 05:26
Jun 15, 2024 - 05:31
 0  28
।।  କଂଗ୍ରେସ୍ .ବିଧାୟକ  କାଡ୍ରାକା ଆପାଲାସ୍ବାମୀ ଙ୍କୁ ଭେଟିବା ପାଇଁ ଗଲେ ଅ ସହାୟତା ଭୂମି ହିନ ଲୋକେ ।।

ରାୟଗଡ଼ା ଜିଲ୍ଲା ରାଣିଗୁଡ଼ା ଫାର୍ମ୍ ମଙ୍ଗଳା ମନ୍ଦିର ଝୁଲା ସାହି ନିକଟସ୍ଥ ସମସ୍ତ ଅ ସହାୟତା ଲୋକେ ଭେଟିବାକୁ ଗଲେ MLA କାଡ୍ରାକା ଆପାଲାସ୍ବାମୀ ଙ୍କୁ ଏବଂ ଭେଟିକି Congratulations ସହ ସ୍ବାଗତ କରିଲେ । ପୁଣି ସେହି ଝୁଲା ସାହିରେ ଥିବା ପ୍ରତ୍ୟେକ ଅଭାବନିୟ ଦୁଃଖ ଜଣାଇଲେ । ଆଉ ସେହି ଝୁଲା ସାହି ର ଦୁଃଖ ଥିଲା । କରେଣ୍ଟ ନାହିଁ, ପାଣି ନାହିଁ, ଏବଂ ମୁଣ୍ଡ ଘୁଞ୍ଚି ରହିବାର ଗୃହ ଭୂମୀ ନାହିଁ। ଏହି ସବୁ ସମସ୍ୟା କୁ ସମ୍ମୁଖରେ ରଖି ଗତିକରୁଛନ୍ତି ଝୁଲା ସାହି ରେ ଥିବା ପ୍ରତ୍ୟେକ ବ୍ୟକ୍ତି। ଏହା ଶୁଣି MLA କାଡ୍ରାକା ଆପାଲାସ୍ବାମୀ ବହୁତ ଦୁଃଖିତ ଏବଂ ଆନନ୍ଦିତ ହୋଇ ସମସ୍ତ ସେହି ଝୁଲା ସାହି ରେ ରହୁଥିବା ଲୋକଙ୍କୁ ଏକ ଆନନ୍ଦର ସହ ଆଲିଙ୍ଗନ କରି ଭରଷା ଦେଇ କହିଲେ ଏହି ସମସ୍ୟାର ସମାଧାନ ନିଶ୍ଚିତ ଭାବେ ପୂରଣ କରିବି ବୋଲି ସମସ୍ତ ଅ ସହାୟତା ଲୋକଙ୍କ ହୃଦୟରେ ଖୁସି ଦେଇ ବିଦାୟ କରିଲେ MLA କାଡ୍ରାକା ଆପାଲାସ୍ବାମୀ। ଏଥିଉତାରେ ସେହି ଝୁଲା ସାହି ରେ ଥିବା ନିରୀହ ଲୋକଙ୍କୁ ଦେଖିବା ପାଇଁ ଯିବେ ବୋଲି ମଧ୍ୟ୍ୟ ଭରସା ଦେଇଛନ୍ତି। ଏହା ପରେ ଯାଇଥିବା ସମସ୍ତ ଅସହାୟ ନିରୀହ ଲୋକେ ଆନନ୍ଦର ସହ ଘରକୁ ଫେରି ଆସିଲେ ।

 ରାୟଗଡ଼ା ଜିଲ୍ଲା ରୁ ହଳଧର ବେନିଆ ଙ୍କ ରିପୋର୍ଟ ଫାଷ୍ଟ ନିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ