।। ଆରୋମ୍ବ ହେଲା ବୋଲବମ୍ ଯାତ୍ରା ।।

Jul 22, 2024 - 12:16
 0  15
।। ଆରୋମ୍ବ ହେଲା ବୋଲବମ୍ ଯାତ୍ରା ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ। ତାଲଗୁଡ଼ ଗାଁ ର ବୋଲବମ୍ ସେବା ସମିତି ଆରମ୍ୱ କଲେ ପ୍ରଥମ ପାଲି ତାଲଗୁଡ଼ ଛଚାନ୍ ନାଲ୍ ନଦୀ ରୁ ପାଣିଉଠାଇ ମହିପାଣି କୁମାର ପଡ଼ା ଧୋବଲେ ସ୍ବର ବାବା ମନ୍ଦିରରେ ପାଣି ଢାଳିଲେ ପ୍ରଥମ ପାଲି ରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି ଶ୍ରାବଣ ମାସ ହେଉଛି ଶିବ ଭକ୍ତ ଙ୍କ ପ୍ରିୟମାସ ଏକମାସ ରେ ଚାରିପାଲି ହଉ ବା ପାଞ୍ଚପାଲି ହଉ ସେମାନେ ପାଲନକରନ୍ତି ଆସନ୍ତୁ ଶୁଣିବା କଣ କହୁଛନ୍ତି ତାଲଗୁଡ଼ ର ବୋଲବମ୍ ଭକ୍ତ କୋଦଣ୍ଡ ଧର ନାଏକ ।

 କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ପ୍ରଷ୍ଟ୍ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ