।। ଅଜଣା ସବ ପାଣି ଭିତରେ ତାଙ୍କ ମୋଟର ସାଇକେଲ ରାସ୍ତା ଉପରେ ।।

Feb 2, 2024 - 18:12
 0  140
।। ଅଜଣା ସବ ପାଣି ଭିତରେ ତାଙ୍କ ମୋଟର ସାଇକେଲ ରାସ୍ତା ଉପରେ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ଇନ୍ଦ୍ରାବତୀ ମଙ୍ଗଳପୁର ଡେମ ମଙ୍ଗଳପୁର ଲିଫ୍ଟ କେନାଲ ସୁନାମାଲ୍ ଡି.ସି. ରେ ଅଜଣା ବ୍ୟକ୍ତି ର ସବ ଲିଫ୍ଟ କେନାଲ ପାଣି ଭିତରେ ପଡ଼ି ରହିଛି ଏବଂ ଏକ ମୋଟର ସାଇକେଲରେ ଠିଆ ହେଇଛି । ତାଙ୍କ ପାଖରେ ଏକ ବେଗ ମଧ୍ୟ ପଛପଟେ ରହି ଥିବାର ଜଣାପଡୁଛି । ଲିଫ୍ଟ କେନାଲ ପମ୍ପ ହାଉସ ର ଜେ.ଇ. ତାଙ୍କ ନାମ- ଭବାନୀ ବଳି ଲୋକେ କହିବା ଜଣାପଡିଛି । ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବା ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ