।। ସେମିଳିଗୁଡା ରେ ବାବା ସାହେବ ଆମ୍ବଦ କରଙ୍କ 132 ତମ ଜନ୍ମ ଜୟନ୍ତୀ ପାଳିତ ।।

Apr 14, 2023 - 20:44
Apr 14, 2023 - 20:45
 0  67
।। ସେମିଳିଗୁଡା ରେ ବାବା ସାହେବ ଆମ୍ବଦ କରଙ୍କ 132 ତମ ଜନ୍ମ ଜୟନ୍ତୀ ପାଳିତ ।।

କୋରାପୁଟ ଜିଲ୍ଲା ସେମିଳିଗୁଡା ଆମ୍ବେଦକର ସସାଇଟି ତୋରଫରୁ ବିଶାଳ ରାଲି ବାହାରି ସହର ପରିକ୍ରମା କରିବା ସହିତ ଆଜି ଆମ୍ବେଦକର ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ କରା ଯାଇଛି, ମୁଖ୍ୟ ଅତିଥି ଭାବେ ରାୟଗଡା ସ୍ୱାଦିନ ବିଧାୟକ ମକରନ୍ଧ ମୁଦ୍ଦୁଲି ଯୋଗଦେଇଥିବା ବେଳେ ଅନ୍ୟ ତମ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପାଡାଲ ,ସ୍ୱତନ୍ତ୍ର ଅତିଥି ଜିଲ୍ଲା ପରି ଷୋଦ ଅଦ୍ୟକ୍ଷା ସୁସ୍ମିତା ମେଲକା, ଜିଲ୍ଲା ପରିଶଦ ମହନ ଯାନୀ, ବ୍ଲକ ଉପାଦକ୍ଷ ସିବା ବାଙ୍ଗାରି ,ମୁଖ୍ୟ ବ୍ୟକ୍ତା ଈଶ୍ୱର ନାୟକ, ମୂଳନିବାସୀ ସଭାପତି ରମିଲ କୂଳଦୀପ, somaj ସେବୀ ସୁନାମ ହନ୍ତାଳ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ୧୩୨ ତମ ଜନ୍ମ ଜୟନ୍ତୀ ପାଲି ବା ସହିତ ତାଙ୍କର ଜୀବନ କାହାଣୀ,ଓ ସୋମ୍ଭିଦାନ ଉପରେ ମତ ରଖିଥିଲେ,ଏହି ଅବସରରେ ସସାଇଟି ତୋରଫରୁ ଦାନିଆଳ ଜନୀଙ୍କୁ ରାଜ୍ୟ ସ୍ତରୀୟ କରାଟେ ଚାମ୍ପିଅନ, ଜୀବନ ସୀସା ବଡୀ ବିଲ୍ଡିଂଗ ଚସମ୍ପିଅନ୍ନ, ସସ୍ମିତା ନାଗ ଟ୍ରାଇବେଳ କୁଇନ୍, ଆଂଜେଲ ଅଭିସିକ୍ତା ମିଡ଼ିଏକା ଜାତୀୟ ସ୍ତର କରାଟେ ଚାମ୍ପିଅନ, ଆୟୁର୍ବେଦିକ ଚିକିତ୍ସକ ହରିପାଙ୍ଗି ଙ୍କୁ ମୁଖ୍ୟ ଅତିଥି ମାନେ ସମ୍ଭରଦିତ କରିଥିଲେ, ମଞ୍ଚ ପରିଚାଳନା ରଞ୍ଜନ ମୌରିୟା, ବିଶ୍ୱନାଥ ଦିଶାରୀ, କରିଥିବା ବେଳେ ଧନ୍ୟ ବାଦ ଜଗଦୀଶ ଖରା ନରେନ୍ଦ୍ର ନାୟକ ଅର୍ପଣ କରିଥିଲେ, ଦୁଇ ଓ ଦୁଇ ସହଯୋଗୀ ସହଦେବ ବାଘ ଦିଲୀପ ଖରାଙ୍କ ଅଧ୍ୟକ୍ଷତାରେ ଚାରି ହଜାର ରୁ ଉର୍ଧ୍ଵ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ