ଶିଶୁ ସୁରଭି ମହୋତ୍ସବ ୨୦୨୪ ଉଦଯାପିତ

Sep 28, 2024 - 16:01
 0  332
ଶିଶୁ ସୁରଭି ମହୋତ୍ସବ ୨୦୨୪ ଉଦଯାପିତ

କୋରାପୁଟ, ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ, ସୁଵାଈ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର 14ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅଥିତି ଭାବେ ଯୋଗ ବେଳେ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପାତ୍ର,ସି ଆର ସି ସି ସୁବ୍ରତ କୁମାର ନାୟକ ଏବଂ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ, ନିରଞ୍ଜନ ମଲିକ,ମୁଖ୍ୟ ବକ୍ତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୁଵାଈ ପ୍ରଧାନ ଶିକ୍ଷୟତ୍ରୀ, ବବିତା ରାଣୀ ନାୟକ, ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ, ଭଗବାନ ପେଟିଆ, ଅତିଥି ଭାବରେ , ଯୋଗ ଦେଇଥିଲେ । ଏହି ମଞ୍ଚକୁ , ସୁଜଗ୍ୟ ବେହେରା ଅତି ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ସେହିପରି ଉଦଯାପନୀ ଉତ୍ସବରେ । କୃତୀ ପ୍ରତିଯୋଗୀତା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପ୍ରଥମ ପ୍ରତି ଯୋଗିତା ବ୍ଲକ ସ୍ତରୀୟ ଭାଗ ନେଇ ପାରିବେ,ଏହି କାର୍ଯ୍ୟକ୍ରମରେ ସଂଯୋଜକ ଵିପିନ ବିହାରୀ ବିଶ୍ୱାଳ, ବରିଷ୍ଟ ଶିକ୍ଷତ୍ରୀ ଶ୍ରୀମତୀ, ପଦ୍ମମା ବତୀ ହନ୍ତାଳ,ବରିଷ୍ଟ କଳା ଶିକ୍ଷତ୍ରୀ ଶ୍ରୀମତୀ ମିନୁ ରୋମା ସାବତ,ଶ୍ରୀ ଅରବିନ୍ଦ ସାହୁ, ଶ୍ରୀ ଦିଲୀପ କୁମାର ସାହୁ,ରଶ୍ମିତା ଦଲେଇ, ମାନସୀ ମଞ୍ଜରୀ ସାହୁ,ସିମାଞ୍ଚଳ ସ୍ୱାଇଁ, କୁମାରୀ ରବିନା ରାଣୀ ନାୟକ, ଏବଂ ସମସ୍ତ ସ୍କୁଲ କର୍ମଚାରି ବୃନ୍ଦ ସହ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ଥିଲେ, ।

କୋରାପୁଟ ରୁ ରୂପ ଖରା ରିପୋର୍ଟ First news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ