ମୟୂରଭଞ୍ଜ ସିଟିଜ ଫୋରମର ପୁର୍ନଗଠନ ସହ ସମ୍ବର୍ଦ୍ଧନା ପାର୍ବ

Sep 9, 2024 - 20:56
 0  11
ମୟୂରଭଞ୍ଜ ସିଟିଜ ଫୋରମର ପୁର୍ନଗଠନ ସହ ସମ୍ବର୍ଦ୍ଧନା ପାର୍ବ

ବାରିପଦା-ସ୍ଥାନୀୟ ବେଲପଡ଼ିଆ ସ୍ଥିତ ରାଜପ୍ରସାଦରେ ସର୍ବଦଳୀୟ ନେତୃବୃନ୍ଦ ବୁଦ୍ଧି ଜୀବି ଓ ସାମ୍ବାଦିକମାନଙ୍କୁ ନେଇ ଫରମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପରମର ପ୍ରତିଷ୍ଠାତ ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ସ୍ୱାନୁଭୂତି ଏବଂ ତାଙ୍କ ସଦିଚ୍ଛାକ୍ରମେ ଭଞ୍ଜଭୂମିର ସ୍ଵରକୁ ପ୍ରାଥମିକତା ଦେବାପାଇଁ ସେ ସମସ୍ତଙ୍କୁ ନେଇ ସମସ୍ତଙ୍କ ଉପସ୍ତିତିରେ ପରମ ର ପୁର୍ନ ଗଠନ ଏବଂ ବିଭିନ୍ନ ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଏହି ସଭାରେ ଆଲୋଚନା କରାଯାଇଥିଲା, ସର୍ବସମ୍ମତି କ୍ରମେ ମହାରାଣୀ ରଶ୍ମି ରାଜଲକ୍ଷ୍ମୀଭଞ୍ଜଦେଓଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିଲା।ଏଥିରେ ବହୁତଗନ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଫୋରମର ମୁଖ୍ୟ ଦାବୀ ଥିଲା - ଶିମିଳିପାଳ ଜୈବମଣ୍ଡଳର ସୁରକ୍ଷା ସହିତ ବେକାରୀ ଦୂରୀକରଣ ଶିକାରୀମାନଙ୍କୁ ଆକଟ କରିବାକୁ କେନ୍ଦ୍ର ସରକାର ତୁରନ୍ତ ଧର୍ମ ଏକ୍ଟ ଲାଗୁକରନ୍ତୁ ଏହା ମଧ୍ୟରେ ଥିବା ବହୁ ଗ୍ରାମ ମଧ୍ୟ ଦେଇ ଛୋଟ ଛୋଟ ୡରଣାବହିଯାଇଛି। ଏହି ଅଞ୍ଚଳରେ ଗଛନକାଟି ପଡ଼ିଆ ଜମିରେ ବଡ଼ବଡ଼ବନ୍ଧ ନିର୍ମାଣ କରି ମାଛ ଚାଷର ବ୍ୟବସ୍ଥା କରି ଏହି ଅଞ୍ଚଳବାସୀଙ୍କୁ ଆତ୍ମନିଯୁକ୍ତି । ୪୫ ବର୍ଷର ସୁବର୍ଣ୍ଣରେଖା ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରାଯାଉ ଉଦଳା ଓ କରଞ୍ଜିଆ କୁ ପୌରପାଳିକା ମାନ୍ୟତା ଓ ବେତନଟିକୁ ଏନଏସସି ମାନ୍ୟତା ଦିଆଯାଉ ଦେବକୁଣ୍ଡରେ ପାହାଡ଼ ଉପରେ ଌଲା ପୋଲ ନିର୍ମାଣ, ମଞ୍ଚାବନ୍ଧା ଠାରେ କଳାବାପସଫାରୀ ଯୋଜନା କାର୍ଯ୍ୟକାରୀ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ରାସଗୋବିନ୍ଦପୁର ସ୍ଥିତ ଏୟାର ପୋଟକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଉ ବାରିପଦା ମେଡ଼ିକାଲରେ ରୋଗୀ ଚିକିତ୍ସାର ସୁବ୍ୟବସ୍ଥା କରାଯାଉ ।ସମସ୍ତ ସୁବିଧା ଉପଲବ୍ଧ ହେଉ ।

ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁୟର୍କ ଓଡ଼ିଶ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ