।। ମୂଖିଗୁଡା ତାଲଗୁଡ଼ ସ୍କୁଲରେ ସୁରଭି ଉତ୍ସବ ।।

Sep 25, 2024 - 21:15
 0  16
।। ମୂଖିଗୁଡା ତାଲଗୁଡ଼ ସ୍କୁଲରେ ସୁରଭି ଉତ୍ସବ ।।

ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ତାଲଗୁଡ ସ୍କୁଲରେ ସୁରଭି ଶିଶୁ 2024 ଉତ୍ସବ ଆଜି ପାଳନ ହୋଇ ଯାଇଛି! ଏହି ଉତ୍ସାବରେ ନାଚ, ଗୀତ, ଚିତ୍ର ଆଙ୍କନ,ଓ 15ଟି ଇଭେଣ୍ଟ ରେ 17 କ୍ଳଷ୍ଟର ସ୍କୁଲର ଛାତ୍ର ଛାତ୍ରୀ ଭାଗ ନେଇ ପୁରସ୍କାର ପାଇଁ ଖୁସି ଅନୁଭବ କରି ଥିଲେ!ଏହି କାଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ମୂଖିଗୁଡା ସରପଞ୍ଚ ଜୟନ୍ତୀ ମହାଳିକ, ପାଇକ କେଦୁମୁଡି ସରପଞ୍ଚ ଗୀତାଞ୍ଜଳି ପଣ୍ଡା ସମ୍ମାନୀୟ ଅତିଥି OBEO ପୁର୍ଣଚଦ୍ର ପଣ୍ଡା,ମଞ୍ଚ ସଭାପତି CRCC ଦୁର୍ଯ୍ୟୋଧନ ବାଣୁଆ ତାଲଗୁଡ ପରିଚଳନା କମିଟି ସଭାପତି ହରିହର ସୁନା ସମ୍ମାନୀୟ ଅତିଥି ସଞ୍ଜୟ କୁମାର ପଣ୍ଡା ପ୍ରଧାନ ଶିକ୍ଷୟତ୍ରୀ ରିତାଞ୍ଜଳୀ ମାଝୀ , ଉଧବ ବାଗ ସାମ୍ବାଦିକ ଆମଜାଦ ଖାନ ନାୟକ ସରପଞ୍ଚ ମାଦୁରି ଚିନ୍ଦା ମଞ୍ଚ ପରିଚାଳନା ଶ୍ରୀ ରାମ ଠାକୁରଓ ତାଲଗୁଡା ସ୍କୁଲ ଶିକ୍ଷିକ ଥାଇ ସୁରଭି କାଯ୍ୟ ସହଯୋଗ କରି ଥିଲେ।

 କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ News ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ