ତିଜମାଳି ସୁରକ୍ଷା ସମିତି ପକ୍ଷରୁ ସହିଦ ରେଣ୍ଡୋ ମାଝୀ ଦିବସ ପାଳିତ

ତିଜମାଳି ସୁରକ୍ଷା ସମିତି ତରଫରୁ ଥୁଆମୂଳ ରାମପୁର ବ୍ଳକ ନାକରୁଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ନାଗାବଳୀ ନଦୀ କୂଳ ଠାରେ ରବିବାର ଦିନ ଧୁମ୍ ଧାମର ସହିତ ସହିଦ୍ ରେଣ୍ଡୁମାଝୀଙ୍କ ସହିଦ ଦିବସ ପାଳିତ ହୋଇଯାଇଛି ଏଥିରେ କାଶିପୁର ଓ ଥୁଆମୂଳ ରାମପୁର ଅଞ୍ଚଳ ର ପାଖାପାଖି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଣ୍ଡୁଆ ମାଳି ସ୍ଥାୟୀ ସୁରକ୍ଷା ସମିତି ର ଆବାହକ ବ୍ରିଟିଶ କୁମାର ନାଏକ କାର୍ତ୍ତିକ ମାଝୀ, ମିଥୁନ ନାଏକ, କାର୍ତ୍ତିକ ନାଏକ,ସନାତନ ପ୍ରଧାନ, ରାଜକିଶୋର ସୁନାନୀ,ଶାନ୍ତିମଣି ମାଝୀ, ହୀନ୍ଦା ମାଝୀ,ଉଲାଙ୍ଗଦେଇ ମାଝୀ, କୁନି ମାଝୀ,ପଟାଙ୍ଗ ଦେଇ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ସଭାପରିଚାଳନା କାନ୍ତିଲାଲ ନାଏକ, ବୁଦାରା ମାଝୀ କରି ଶାନ୍ତି ଶୃଙ୍ଖଳା ରେ ସଭା ସାଙ୍ଗ କରି ଥିଲେ l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ସହ ଥୁଆମୂଳ ରାମପୁର ବ୍ଲକ ରୁ ବାଲେଶ୍ୱର ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






