।। ଚର୍ଚ୍ଚା ରେ ରହିଛନ୍ତି ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ।।

Jul 18, 2024 - 16:01
 0  371
।। ଚର୍ଚ୍ଚା ରେ ରହିଛନ୍ତି  ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ।।

ଯାଜପୁର ଜିଲ୍ଲାର ବରୀ ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ଜଣେ ଏମିତି ବ୍ଯକ୍ତି ବିଶେଷ ଯାହା ଙ୍କୁ ସମସ୍ତେ ବୋହୁତ ସ୍ନେହ ଓ ଆଦର କରନ୍ତି , ତାଙ୍କୁ ମିଳିଥିବା ସମସ୍ତ ଦାୟିତ୍ବ କୁ ସେ ସୁଚାରୁରୂପେ ତୁଲାଇ ଆସିଛନ୍ତି ,ଯେଉଥିପାଇଁ ବରୀବାସୀ ତାଙ୍କୁ ସେବା କରିବାର ସୁଯୋଗ ଦେଇଛନ୍ତି,ବିଜୁ ଜନତା ଦଳର ସଭାପତି ତାଙ୍କୁ ଯେଉ ଦାୟିତ୍ବ ଦେଇଛନ୍ତି ତାଙ୍କୁ ମଧ୍ଯ ସେ ସୁଚାରୁରୂପେ ତୁଲାଇବା ସହ ଦଳ କୁ ସଂଗଠିତ କରିବେ , ଆମ ପ୍ରିୟ ନବୀନ ପଟ୍ଟନାୟକ ସାର୍ ଙ୍କୁ ଧନ୍ୟବାଦ ଯେ ବିଶ୍ବ ଭାଇ ଙ୍କ ଉପରେ ଦାୟିତ୍ବ ଦେଇ ଥିବାରୁ ଏବଂ ବରୀ ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ