ଖବର କାଗଜ ବିରତକଙ୍କ ସ୍ମୃତିରେ ଶୋକ ସଭା
ବରୀ ଅଂଚଳର ବରିଷ୍ଠ ଖବର କାଗଜ ବିରତକ ବଳରାମ ଦାସ(ମୂଷି ନନା)ଙ୍କ ଗତ ସପ୍ତାହରେ ବିୟୋଗ ଘଟିଥିଲା।ତାଙ୍କ ସ୍ମୃତିରେ ଆଜି ବରୀ ସାମ୍ବାଦିକ ସଂଘ ଓ ଖବର କାଗଜ ବିକ୍ରେତା ଙ୍କ ତରଫରୁ ସ୍ଥାନୀୟ ବରୀ ଜାଗୁଳାଇ ପୀଠ ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଅଶୋକ ଦାସ,ସଞ୍ଜୟ କୁମାର ବେହେରା,ପ୍ରତାପ ଦାସ,ପ୍ରଶାନ୍ତ ଦ୍ବିବେଦୀ,ସତ୍ୟଜିତ ବାରିକ,ଅରୁଣ ବେହେରା,ସ୍ନେହଂଶୁ ଶେଖର ମହାନ୍ତି,ପ୍ରଶାନ୍ତ କବି,ରବୀନ୍ଦ୍ର ମଲ୍ଲିକ,ରାଜେଶ ବାରିକ,ରମେଶ ମଲ୍ଲିକ,ପ୍ରସନ୍ନ ପରିଡା ,ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0