ଏମ୍ ରାମପୁର ବ୍ଳକ୍ ପ୍ରଶାସନିକ ବ୍ୟବସ୍ଥା ଦେଖନ୍ତୁ

Jan 23, 2025 - 19:30
 0  64
ଏମ୍ ରାମପୁର ବ୍ଳକ୍ ପ୍ରଶାସନିକ ବ୍ୟବସ୍ଥା ଦେଖନ୍ତୁ

କଳାହାଣ୍ଡି (ଫାଷ୍ଟ ନ୍ୟୁଜ ଓଡ଼ିଶା)ତା:-୨୩/୦୧/୨୦୨୫ ଛି ଛି ଛି ରେ ମ ରାମପୁର ବ୍ଳକ୍ ପ୍ରଶାସନିକ ଗୋଟେ ପଟେ ସ୍ବଚ୍ଛ ଶାସନ ଅନ୍ୟ ପଟେ ନିର୍ମାଣ କାର୍ଯ୍ୟରେ ଅର୍ଥ ଲୁଟ୍ ।ବିଗତ ସରକାର ସମୟରେ ଆମ ଓଡ଼ିଶା ନବିନ ଓଡିଶା ମାଧ୍ୟମରେ ମ, ରାମପୁର ବ୍ଳକ୍ ଅନ୍ତର୍ଗତ ଗୁଛାଡେଙ୍ଗେନ ଗ୍ରାମ ପଞ୍ଚାୟତ ଅଧୀନ ବୁଡି ଖମନ ଗ୍ରାମ କୁ ଅଟକଳ ପରିମାଣର ୩,୦୦୦୦୦'୦୦ ଟଙ୍କା ବିନିଯୋଗ ଏକ ଶିକ୍ଷା ଶିବିର ଗୃହ ନିର୍ମାଣ ପାଇଁ ସୂଚନା ଫଳକରେ ଉଲ୍ଲେଖନୀୟ ଥିବା କାମ କୁଆଡେ ଗଲା , ତାହା ଲୋକଲୋଚନକୁ ଆସୁନାହିଁ।ବିନା ସୂଚନା ଫଳକରେ ଏକ କଂକ୍ରିଟ ରୋଡ କାର୍ଯ୍ୟ ନିର୍ମାଣ କରାଯାଇଛି।ପୁଣି ଉକ୍ତ କାମ ଅତି ନିମ୍ନମାନର, ପାର୍ଶ୍ଵ ବର୍ତ୍ତି ରେ ୨୦ ଇଜ୍ ମୋଟେ ଇ ପରିବର୍ତ୍ତେ ଇଂଜିନିୟରିଂ ବାବୁ ନିଜ ସ୍ବା ର୍ଥ ଓ ଠିକାଦାର ପୋଷା ନିତି ପଣ୍ଡା ଆବୋରି ୬ ରୁ୭ ଇଞ୍ଚ ମୋଟେଇ ଓ ୪ ଇଞ୍ଚ ଚିପ କଂକ୍ରିଟ ପରିବର୍ତ୍ତନ ରେ ୧ ରୁ ୨ ଇଞ୍ଚ ମୋଟା କାମ କରିଥିବା ଗ୍ରାମ ପଞ୍ଚାୟତର ଅଧିବାସୀମାନେ j ,E ପ୍ରବିଣ କୁମାର ପାଣୀ ଙ୍କୁ ଛି ଛି ଛି ଦୁର୍ନୀତି କାମ କରିବାରେ ପାରଙ୍ଗମ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । କେନ୍ଦ୍ରସରକାର ଓ ରାଜ୍ୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ମ, ରାମପୁର ବ୍ଳକ୍ କାର୍ଯ୍ୟା ଳୟରେ ଦୁର୍ନୀତି ର ଗନ୍ତାଘର ସାଜିଛି ଏହା ଆମ୍ଭେ କହୁନାହିଁ ଜନତା ଓ ଅନେକ ଗଣମାଧ୍ୟମରେ ପ୍ରକାଶିତ ହେବା ଶୁଣି ବାକୁ ମିଳୁଛି । ସୂଚନା ଥାଉକିଯେ ମ, ରାମପୁର ବ୍ଳକ୍ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରେ ମୁଷ୍ଟିମେୟ ଓ ଅର୍ଥବିତ୍ତ ମାନୁ ଙ୍କୁ ପ୍ରତ୍ୟେକ ପଞ୍ଚାୟତ ଗୁଡ଼ିକ ରେ ବିଭାଗିୟ କର୍ମଚାରୀ ବାବୁ ଜଣେ ଦୁଇ ଜଣଙ୍କୁ ହାତ ବାରିଶ କରି ଅର୍ଥ ଲୁଟ୍ କରିବାର ରାସ୍ତା ଆପଣାଇଛନ୍ତି ବୋଲି ପଞ୍ଚାୟତ ର ଜନସାଧାରଣ ମତପ୍ରକାଶ କରିଛନ୍ତି।ଏବଂ ମ ରାମମପୁର ବି ଡି ଓ ହେଇଥିବା କଂକ୍ରିଟ୍ ରାସ୍ତା କୈଣସି ତଦାର୍କ ନକଲେ ଆମେ ପି ଡି ଓ ଜିଲ୍ଲାପାଳ ଏବଂ ମୁଖ୍ୟ ମନ୍ତ୍ରି ପାଖକୁ ଯିବୁବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ।

ମ ରାମପୁର ରୁ ବାରୁ ମାଝି ଙ୍କ ରିପୋଟ୍ ଫାଷ୍ଟ ନ୍ୟଜୁ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ