ରାଷ୍ଟୀୟ ଡ୍ରାଇଭର ଦିବସ ପାଳନ ଲମତାପୁଟ

Sep 2, 2024 - 12:20
 0  9
ରାଷ୍ଟୀୟ ଡ୍ରାଇଭର ଦିବସ ପାଳନ ଲମତାପୁଟ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରେ ଦେଖିବାକୁ ମିଳିଥିଲା ସେଷ୍ଟେମ୍ବର 1 ତାରିଖ ରେ ରାଷ୍ଟୀୟ ଦିବସ ଭାବେ ପାଳନ କଲେ ଡ୍ରାଇଭର ସଂଘ ତରଫରୁ ରାଷ୍ଟ୍ରୀୟ ଦିବସ ପାଳନ କରାଗଲା ଲମତାପୁଟ ବ୍ଲକ ର ପ୍ରତେକ ଡ୍ରାଇଭର ମାନେ ଆଜି ରାଷ୍ଟୀୟ ଦିବସ ପାଳନ କଲେ 300 ସହ ରୁ ଉର୍ଦ୍ଧ ଡ୍ରାଇଭର ଜଗ ଦେଇଥିଲେ ହାତରେ ପ୍ଲଲାକ କାର୍ଡ ଦରି ୟାବୀ ଭାଙ୍ଗଳରୁ ଭାହାରି ମାଳିସାହି ପ୍ରଯ୍ୟନ୍ତ ପରୀକ୍ରମା କରିଥିଲେ ।

 ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ