।। ବିଦ୍ୟୁତ୍ ବିଭାଗ ଙ୍କ ମାନମନି,ଅନ୍ଧକାର ରେ ଭାଷୀ ଗଲା ଛାତ୍ରଛାତ୍ରୀ ଙ୍କ ଭବିଶ୍ୱତ ।।

Aug 1, 2024 - 16:27
 0  37
।। ବିଦ୍ୟୁତ୍ ବିଭାଗ ଙ୍କ ମାନମନି,ଅନ୍ଧକାର ରେ ଭାଷୀ ଗଲା ଛାତ୍ରଛାତ୍ରୀ ଙ୍କ ଭବିଶ୍ୱତ ।।

କଳାହାଣ୍ଡି ତା:-୦୧/୦୮/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ଏମିତି ଦ୍ରୁଶ୍ୟ ଦେଖିବାକୁ ମିଲିଛି କଲାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅନ୍ଚଲ ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ପନ୍ଚାୟତ କାମରିଢୁଟୀ ଗାଁରେ।, ଏହି ଗାଁରେ ୬୧ ହରିଜନ ଆଦିବାସୀ ପରିବାର ବାସ କରୁଛନ୍ତି। ଏଠି ଲୋକଙ୍କ ପ୍ରଧାନ ଜିବିକା ହେଇଛି କ୍ରୁଷି ଏବଂ ଜଂଗଲ ଜାତ ଦ୍ରବ୍ଯ ସଂଗ୍ରହ କରିବା। ପରିଶ୍ରମ ହିଁ ତାଙ୍କର ପେଟକୁ ଯୋଗାଇ ଥାଏ ଆହାର। ହେଲେ ରାତି ହେଲେ ହାତି ବାଘ ଭାଲୁର ଭୟ। ଯାହା ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ରୁ ସ୍ପଷ୍ଟ ଅନୁମୟ। ଆଜି କୁ ପ୍ରାୟ ଦୁଇ ମାସରୁ ଅଧିକ ହେବ କାମରିଢୁଟୀ ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋତି ଯାଇଛି। ହେଲେ ଗ୍ରାମବାସୀ ବିଦ୍ୟୁତ ବିଭାଗ ଅଧିକାରୀ ଜୟପାଟଣା ରେ ଜଣାଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ପୁରୁଣା ବକେୟା ବିଲ୍ ପୈଠ କଲେ ଯାଇ ଟ୍ରାନ୍ସଫର୍ମର ଯୋଗାଇ ଦିଆଯିବ ବୋଲି କହିଥିଲେ। ଗ୍ରାମବାସୀ ସମସ୍ତେ କଲେକ୍ସନ କରି ୨୫ ହଜାର ଟଙ୍କା ନେଇ ଅଧିକାରି ଙ୍କୁ ଦେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ବାବୁ ଜଣକ ଆଜି ଆଜି କାଲି କାଲି କହି ପୁରା ବକେୟା ବିଲ୍ ପୈଠ କର ବୋଲିଂ ୨୫ ହଜାର ଟଙ୍କା ଗ୍ରାମବସୀ ଙ୍କ ଫେରାଇ ଦେଇଥିଲେ। ଆମ ପ୍ରତିନିଧି ବିଭାଗୀୟ ଅଧିକାରୀ ବାବୁ ଙ୍କୁ ପ୍ରତି କ୍ରିୟା ମାଗିବାରୁ ମନା କରିଥିଲେ। ପିଲାମାନେ ରାତିରେ ପାଠ ପଢିବା ପାଇଁ ଇଚ୍ଛା କରୁଥିଲେ ମଧ୍ଯ ଡିବିରି ଆଲୁଅ ତାଙ୍କର ସାହା ଭରସା। ବିଦ୍ୟୁତ ସଂଯୋଗ ର ମୌଳିକ ର ସମସ୍ୟା ର ସମାଧାନ ପାଇଁ ନୁଆ ସରକାର ଙ୍କ ପାଖରେ କାମରିଢୁଟୀ ଗ୍ରାମବାସୀ ନିବେଦନ କରିବା ସହ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଏହି କାମରିଢୁଟୀ ଗାଁ କୁ ଉଜ୍ଜ୍ବଳ କରିିବେ ନା ଘୋର ଅନ୍ଧକାର ଭିତରକୁ ଠେଲି ଦେବେ।

 କଳାହାଣ୍ଡି ଜିଲ୍ଲା ରୁ ରଜନୀକାନ୍ତ ସଗଡିଆଙ୍କ ସହ ବାବୁଲି ହରିଜନଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ ଓଡ଼ିଶା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ