।। ପୁଣି ଆନ୍ଦ୍ରର ରାଜନୈତିକ ଦଳ କୋଟିଆର ସୀମାନ୍ତ ଅଞ୍ଚଳରେ ସନ୍ଧ୍ୟା ସମୟରେ ଅନୁପ୍ରୋବେଶ ।।

Mar 22, 2024 - 19:29
 0  20
।। ପୁଣି ଆନ୍ଦ୍ରର ରାଜନୈତିକ ଦଳ କୋଟିଆର ସୀମାନ୍ତ ଅଞ୍ଚଳରେ ସନ୍ଧ୍ୟା ସମୟରେ ଅନୁପ୍ରୋବେଶ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ର ବିଭିନ୍ନ ଅଞ୍ଚଳ ତଥା ଗଞ୍ଜେଇପଦର, ତଳଗଞ୍ଜେଇପଦର , ତଳସେମ୍ବି ପ୍ରଭୁତି ଅଞ୍ଚଳରେ ଆନ୍ଦ୍ରର ysr ରାଜନୈତିକ ଦଳ ରାତି ଅଧିଆ ଅନୁପ୍ରବେଶ କରିଥିବା ଦେଖିବାକୁ ମିଳିଛି l 2024 ନିର୍ବାଚନକୁ ଆଖି ଆଗରେ ରଖି ଆନ୍ଦ୍ର ର ysr ରାଜନୈତିକ ଦଳ ପ୍ରବେଶ କରି କୋଟିଆ ଅଞ୍ଚଳର ସୀମାନ୍ତବାସି ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହିତ ଆଗାମୀ ନିର୍ବାଚନ ରେ କିଭଳି ysr କୁ ଭୋଟ ଦେଇ ବିଜୟୀ କୋରେଇବେ ସେଥିପାଇଁ ଚଳେଇଛି ଚାଲ ଆଉ ଲୋକମାଙ୍କୁ ଗାଁ ଗାଁ ବୁଲି ବୈଠକ କରାଉଥିଲେ ସାଲୁର ବିଧାୟକ ପ୍ରତିନିଧି ଦାଣ୍ଡି ଶ୍ରୀନୁ, ଆନ୍ଦ୍ର ଜିଲ୍ଲାପରିଷଦ, କୋଟିଆ ଗଞ୍ଜେଇପଦର ର ଆନ୍ଦ୍ର ସରପଞ୍ଚ ଦିବାକାର ଗେମଲି ତତସଙ୍ଗେସଙ୍ଗେ ଆନ୍ଦ୍ର ତୋନାମ ର ଅନ୍ୟଏକ ସରୋପଞ୍ଚ ଏହି ସବୁ କୋଟିଆ ଅଞ୍ଚଳରେ ରହୁଥିବା ପୋଲିସ ପ୍ରଶାସନ କି ଜିଲ୍ଲା ଗୁଇନ୍ଦା ତଥା ବ୍ଲକ ପ୍ରଶାସନ କେମିତି ଜାଣିପାରୁ ନାହାନ୍ତି ନା ଜାଣି ଶୁଣି ନିରବ, କିଭଳି ଆସନ୍ତା 2024 ନିର୍ବାଚନ ରେ କୋଟିଆବାସି ଆନ୍ଦ୍ର ଆଡକୁ ମୁହାଁଇବେ ସେଥିପାଇଁ ଏଭଳି ଦିନକୁ ଦିନ ଆନ୍ଦ୍ରର ଅନୁପ୍ରୋବେଶ ରାତିଦିନ ଜାରିରଜିଛି l

 କୋରାପୁଟ ରୁ ରୂପ ଖରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ