ନିଟ ପେପର ଲିକ କେଶ ଦ୍ଵାରା ମର୍ମାହତ ହୋଇ ମୃତ୍ୟୁବରଣ ବରଣ କରିଥିବା ପ୍ରତ୍ୟେକ ଛାତ୍ର/ଛାତ୍ରୀ ଙ୍କର ପରିବାର ବର୍ଗଙ୍କୁ ଉଚିତ୍ ପରିମାଣରେ କ୍ଷତିପୂରଣ ରାଶି ସହିତ ନିଜ ହକକୁ ହାସଲ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳ
ନିଟ ପେପର ଲିକ କେଶ ଦ୍ଵାରା ମର୍ମାହତ ହୋଇ ମୃତ୍ୟୁବରଣ ବରଣ କରିଥିବା ପ୍ରତ୍ୟେକ ଛାତ୍ର/ଛାତ୍ରୀ ଙ୍କର ପରିବାର ବର୍ଗଙ୍କୁ ଉଚିତ୍ ପରିମାଣରେ କ୍ଷତିପୂରଣ ରାଶି ସହିତ ନିଜ ହକକୁ ହାସଲ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନରତ ଦେଶର ଛାତ୍ର ଛାତ୍ରୀଙ୍କ ଉପରେ ଅମାନୁଷିକ ମାଡ ମାରିଥିବା,ଅତ୍ୟାଚାର କରିଥିବା ଦୋଷୀ ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଆନ୍ଦୋଳନ କାରୀ ଛାତ୍ରଛାତ୍ରୀ ମାନଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦାବି ନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳଙ୍କ ଦୃଢ ନେତୃତ୍ଵରେ ବରିଷ୍ଠ ନେତା ପ୍ରଦୀପ ରଥ, ଉତ୍ତମ ବେହେରା ବନମାଳି ବାରିକ, ଦୁଃଖିଶ୍ୟାମ ମୁର୍ମୁ, ଚୈତନ୍ୟ ହଁ। ସଦା,ରବିନାରାୟଣ ପରିଡା, ସବିତା ସରେନ ଙ୍କର ସହଯୋଗରେ ବହୁସଂଖ୍ୟାରେ କଂଗ୍ରେସ କାର୍ଯ୍ୟବର୍ତ୍ତ। ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ଇସ୍ତଫା ଦାବୀ କରିଛନ୍ତି। ଏବଂ ଭକ୍ତ ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ।
ବାରିପଦାରୁ ଗୌର ଦାସ ଗିରିଙ୍କର ରିପଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0