।। ନିଆରା ଢଙ୍ଗରେ ପାଳିତ ହେଲା ଦୁର୍ଗାଷ୍ଟମୀ ।।

ମା' ଦୁର୍ଗାଙ୍କ ଅଷ୍ଟମୀ ପୂଜା ବରୀବିଭିନ୍ନ ପୂଜାମଣ୍ଡପରେ । ଏହି ଅବସରରେ ଦେବୀଙ୍କ ପ୍ରତିମା ପୂଜା, କଳସ ପୂଜା କରାଯାଉଥିବା ବେଳେ ଉକ୍ତ ଅଧୀନ ବରୀ ଦୂର୍ଗାଷ୍ଟମୀ ପାଳନ କରାଯାଇଛି । ଉକ୍ତ ଧର୍ମସହ ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି I ସମ୍ପ୍ରଦାୟର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଯୁବକମାନଙ୍କ ଗହଣରେ ଦୁର୍ଗା ମଣ୍ଡପରେ ଉପସ୍ଥିତ ରହି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି ନେଉଳା,ରାମଚନ୍ଦ୍ରପୁର ରମ୍ପା,ମଳଦା,କାଇପଡା.,ଅରଙ୍ଗାବାଦ,ଆନ୍ଦପୁର,ରତଳାଙ୍ଗ, ଚନ୍ଦନପୁରଅଙ୍ଗାଳ ବାଲିଆପାଳ ବାଲିଆ ,ଉଦୟନଥାପୁର ଅଟିରା ,କିମ୍ଭିରିଆପାଳ, ବାଇଁଶିରିଆ ,ଭଅଁରା ଗମ୍ମୁ, ମହାକାଳପଡ଼ା, ସେରପୁର, କୃଷ୍ଣନଗର, ଶ୍ରୀରାମପୁର, ମନ୍ଦାରି, ଅଣିକଣା ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






