।। ଟ୍ରେନ ରୁ ଖସି ଜଣେ ମହିଳା ଗୁରୁତ୍ୱର ।।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଷ୍ଟେସନ ରୋଡ ନିକଟସ୍ଥ ସାହିର ଜଣେ ମହିଳା ୨୭ ବର୍ଷୀୟ ସଙ୍ଗୀତା ନାଏକ ପ୍ରତେକ ଦିନ ଭଳି ସେ ଟିକିରି ଠାରୁ ନିଜ କର୍ମ ସ୍ଥଳକୁ ଯିବା ଆସିବା କରୁଥିବା ବେଳେ ଆଜି ମଧ୍ୟ ସେ ସକାଳେ ବାହାରି ନିଜ କର୍ମ ସ୍ଥଳକୁ ଯାଇ ସନ୍ଧ୍ୟା ରେ ରାଉକେଲା ଟ୍ରେନ ରେ ନିଜ ଘର ଟିକିରି କୁ ଫେରୁ ଥିବା ବେଳେ ସିଙ୍ଗରାମ ଟ୍ରେନ ଷ୍ଟେସନ ନିକଟରେ କିଏ ତାଙ୍କୁ ଠେଲି ଦେଇଥିବା କହିଛନ୍ତିି ସଙ୍ଗୀତା। ସେ ଗୁରୁତ୍ଵ ର ଅବସ୍ଥା ରେ ସିଙ୍ଗରାମ ଷ୍ଟେସନ ରୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତ୍ବ ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେଫର୍ କରାଯାଇଥିବା ଜଣାପଡ଼ିଛି।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






