।। ଜିଶି କଲେଜ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ।।

Sep 25, 2024 - 08:44
 0  117
।। ଜିଶି କଲେଜ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ।।

ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବି ଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡିଗ୍ରୀ ମହା ବିଦ୍ୟାଳୟ ଯୁବ ରେଡକ୍ରସ୍ ଓ ସମ୍ବାଦ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ର ରକ୍ତଦାନ ଶିବିର ଅନୂଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରରେ ଗେଡି ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟିବା ସହିତ ପ୍ରଥମେ ରକ୍ତଦାନ କରି ରକ୍ତଦାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ| ଆଜିର ଏହି ଶିବିରରେ ୫୦ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସ୍ଥାନୀୟ ସରପଂଚ ମଧୁସ୍ମିତା ବେହେରା ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୋଧ କୁମାର ସାମଲ ଓ ଛାତ୍ର ଛାତ୍ରୀ ମାନେ ମଧ୍ଯସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ ସେହିପରି ଅଧ୍ୟାପକ ସାନ୍ତନୂ କୁମାର ଜେନା ନା ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧି ଅଧିକାରୀ । ରୀ ସୁଦିପ୍ତ କୁମାର ବିଶ୍ୱାଳ ଯୁବ ରେଡକ୍ରସ୍ ସଂଯୋଜକ ବସନ୍ତ କୁମାର ଦାସ, ଅଧ୍ୟାପକ ନରୋତମ ପରି ଡା, ବସନ୍ତ ଦାସ, ସ୍ମୃତି ରେଖା ସାମଲ, ପଙ୍କଜିନୀ ମନୋହରୀ, ନିବେଦିତା କର, ରଶ୍ମି ରଞ୍ଜନ ପତି, କ୍ରୀଡା ଶିକ୍ଷକବାବାଜି ଚରଣ ଘଡାଇ ପ୍ରମୂଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସ‌ହିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ