।। ସ୍ବର୍ଗତ ଗଗନ ବିହାରୀ ସାମଲ ଙ୍କ ଏକାଦଶ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ।।

Sep 1, 2024 - 17:31
 0  8
।। ସ୍ବର୍ଗତ ଗଗନ ବିହାରୀ ସାମଲ ଙ୍କ ଏକାଦଶ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ।।

ବାଲିବିଲି ପଂଚାୟତ ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଗଗନ ବିହାରୀ ସାମଲ ଙ୍କ ଏକାଦଶ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଯାଜପୁର ଜିଲ୍ଲା ର ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ବେହେରା, ବରୀ ବିଜେପି ନେତା ଉମେଶ ଭାଇ ଏବଂ ଯାଜପୁର ଜିଲ୍ଲା କାର୍ଯ୍ୟ କାରି ସଭାପତି ଆଶୁ ତୋଷ ଭାଇଏବଂ ବିଜେପି ର କାର୍ଯ୍ୟ କର୍ତା ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ