ପ୍ରଶାସନ ଶୁଣିଲାନି ଲକେ ରାସ୍ତା କଲେ

Sep 22, 2024 - 20:42
 0  302
ପ୍ରଶାସନ ଶୁଣିଲାନି ଲକେ ରାସ୍ତା କଲେ

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ 13ୱାଡ଼ ର ସାନ ବଡ଼ିଗାଁ ନିକଟରେ ଥିବା ସତ୍ୟ ସାଇ ନଗର ରାସ୍ତା ପ୍ରବଳ ବର୍ଷା ହେତୁ ରାସ୍ତା ଧୋଇ ହଇ ଯାଇଥିଲା ବର୍ତମାନ ସେହି ରାସ୍ତାରେ ସ୍କୁଲ ପିଲା ମେଡିକାଲ ଯିବାଆସିବା ପାଇଁ ବହୁତ ଅସୁବିଧା ହଉଥିଲା , ବାରମ୍ବାର ସେମିଲିଗୁଡା ବ୍ଲକ ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ୍ୟ ରାସ୍ତା ହେଲା ନାହିଁ ଫଳରେ l ଆଜି ସତ୍ୟ ସାଇ ନଗର ର 20 ପରିବାର ଚାନ୍ଦା କରି ଜେ ସି ବି ଟାକ୍ଟର ସାହାଯ୍ୟ ରେ ରାସ୍ତା ତିଆରି କରୁଛନ୍ତି, ଅବିଯାଗ କାରି କେ ସି ବେହେରା, ସୁଶାନ୍ତ ପାତ୍ର, ଗୋପାଳ ପାତ୍ର, ମୋନଜ ଆଚାର୍ଯ୍ୟ, ବାପି ଷଡ଼ଙ୍ଗୀ, ଜୟ ବିଶ୍ୱାଳ, ମୋନଜ ପାତ୍ର ପ୍ରମୁଖ ଏହି ସମସ୍ୟା ନେଇ ବ୍ଲକ ପ୍ରଶାସନକୁ ଜଣାଇଥିଲେ l

କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ