।। କଲିକତାରେ ସଂମ୍ମାନୀତ ହେଲେ ନଳିନୀ ।।

କୋରାପୁଟ ଜିଲ୍ଲା ଜୟପୁର ସହରରେ ରହୁଥିବା ଆଇନଜୀବୀ ନଳିନୀ ରଥ ତାଙ୍କ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ କଲିକତାରେ ବଙ୍ଗା ଗୌରଭ ରେ ସଂମ୍ମାନୀତ ହୋଇଛନ୍ତି । ସୂଚନା ଥାଉକି ପୂର୍ବରୁ ସେ ଅନେକ ସମାଜସେବା ସହ ମହିଳା ଓ ଶିଶୁ ବିକାଶ ଦିଗରେ ଅହରହ କାର୍ଯ୍ୟ କରି ବିଶେଷ ସଫଳ ହେବା ସହ ଅନାଥ ଅସହାୟଙ୍କୁ ସର୍ବଦା ସହଯୋଗର ହାତ ବଢ଼ାଇ ବେଶ ପ୍ରଶଂସା ଅର୍ଜନ କରିଛନ୍ତି । ସେ ଜଣେ ଆଇନ ଯିବି ସହ ଶିଶୁ ଓ ମହିଳା ସୁରକ୍ଷାର ଜିଲ୍ଲା ମାନବ ଅଧିକାର ସଭାପତି, ଏବଂ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟରତ ରହିଥୁବା ଜଣାପଡିଛି ।ବଙ୍ଗ ଗୌରବ ଉପାଧିରେ ସଂମ୍ମାନୀତ ହାଇଥିବାରୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା
What's Your Reaction?






