।। ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ନୂଆଁଖାଇ ଭେଟ ଘାଟ, ଅନୁଷ୍ଠିତ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁ ଆ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଜଗୁ ଆ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟ ଘାଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହ କୁ ଲଖେଘର ଗଣ୍ଡା ସମାଜ ଟିଟିଲାଗଡ଼ ବ୍ଲକ ଓ ପୌର ପରିଷଦ ଆୟୋଜନ କରିଥିଲେ ।ଉକ୍ତ ନୁଆଁ ଖାଇ ଭେଟ ଘାଟ ରେ ମହିଳା ସଦସ୍ୟା ଓ ଶତାଧିକ ପୁରୁଷ ମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଚିନ୍ତା ମଣି ତାଣ୍ଡି ,ମୁଖ୍ୟ ବକ୍ତା N T P C G M ବିରୁ ସିଂ ନାଗ , ଷ୍ଟେସନ ମାଷ୍ଟର ପ୍ରଭାତ ବେହେରା , ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ଛୁରା ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭରତ ତାଣ୍ଡି ,ସମ୍ପାଦକ ଅର୍ଜୁନ ନାଗ , ବ୍ଲକ ସଂଗଠକ କିଶନ ନାଗ ,ଯୁଗ୍ମ ସମ୍ପାଦକ ବ୍ରଜ ତାକ୍ରି ମଞ୍ଚା ସିନ ରହି ସମସ୍ତ ପ୍ରକାରର ଦାୟିତ୍ଵ ତୁଲାଇ ଥିଲେ । ଶେଷରେ ବ୍ଲକ୍ କୋଷାଧ୍ୟକ୍ଷ ଜିତେନ୍ ବାଗ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ । ଶେଷରେ ସମସ୍ତେ ଭୋଜି ଭାତ ଖାଇ ଘରକୁ ଫେରି ଥିଲେ, ।
ଟିଟିଲାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ଇନା ସାହୁ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






