।। ବରୀ ନୂତନ ଥାନାଅଧିକାରୀ ସୁମତି କୁମାରୀ ମହାନ୍ତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।।

Jul 28, 2024 - 19:30
 0  227
।। ବରୀ ନୂତନ ଥାନାଅଧିକାରୀ ସୁମତି କୁମାରୀ ମହାନ୍ତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।।

ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନାର ପୂର୍ବତନ ଅଧିକାରୀ ପ୍ରକାଶ ସାହୁ ଙ୍କ ଅନ୍ୟତ୍ର ବଦଳି ପରେ ନୂତନ ଥାନା ଅଧିକାରୀଣି ଭାବେ ବରୀ ଥାନାରେ ଯୋଗ ଦେଇଛନ୍ତି ସୁମତି କୁମାରୀ ମହାନ୍ତି। ଶ୍ରୀମତୀ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ର ସୁଅ ଛୁଟିଥିବା ବେଳେ ଆଜି ବରୀ ସରପଞ୍ଚ ସଂଘ ପକ୍ଷରୁ ମଧ୍ୟ ସ୍ଵାଗତ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ