।। ପାରିଲାନି ପୋଲିସ , ଧରିଲେ ଜନ ସାଧାରଣ ।।
ପିଇଓ ଚାକିରି କରେଇ ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ କରିଥିବା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ରାମଚନ୍ଦ୍ର ଦାରୁଆ ଙ୍କୁ ଧରି ପୋଲିସ ଜିମା ଦେଲେ ଅଭିଯୋଗ କାରି। ବରୀ ବ୍ଲକ ପାଲଟପୂର୍ ୟୁଜି ଏମି ବିଦ୍ୟାଳୟ ର କନିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦାରୁଆ କୁ ଗିରଫ କରିଛି ବରୀ ପୋଲିସ।।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
1
Angry
0
Sad
0
Wow
0