।। ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରାଇଟ କେନାଲ ର HR ଗେଟ୍ ରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ ଦେହ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବହୁମୁଖୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରାଇଟ କେନାଲ ର HR ଗେଟ୍ ରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ ଦେହ ଭାସୁଥିବା ର ଦେଖିବାକୁ ମିଳିଛି। ସୂଚନା ରୁ ଯୋଗ୍ୟ ଯେ ମୁଖିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପତି ଗୁଡ଼ା ଗ୍ରାମ ର କୁଞ୍ଜ ବିହାରୀ ସିଂ ବୟସ(53) ବୋଲି ଜଣାପଡିଛି। ସେ ଗତ କାଳି ଠୁ ନିଖୋଜ ଥିଲେ ଆଜି ତାଙ୍କ ମୃତ୍ୟୁ ଦେହ ମିଳିଛି।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






