ବିଶୃଙ୍ଖଳିତ ଯୁବକଙ୍କ ନାଁରେ ଏତାଲା
ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରମ୍ପା ପଂଚା ରମ୍ପା ଗ୍ରାମର ଆନ ଜେନାଙ୍କ ପୁଅ ପୁଅ ମନ୍ତ୍ରୀ ଜେନ ସମେ ମତ ଅନ୍ୟ ଦୁଇ ଜଣ ଯୁବକ ବରୀ ମାଉଣ ମାଉଣ୍ଡ ମୂଖ୍ୟ ବଜାର ସ୍ଥିତ ତହସିଲ ଅଫିସ ସମ୍ମୁଖ ଷ୍ଟେଟ ବ୍ୟଙ୍କ ପାଖରେ ଥିବା ଷ୍ଟେସନାରୀ ଦୋକା କାନ ଆଗରେ ଥିବା ଥଣ୍ଡା ପାନୀୟ ବୋତଲକୁ ଭାଙ୍ଗିବା ସହିତ ବରୀ ବଜାର ଉପରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣାକୁ ନେଇ ବରୀ ବଜାର କମିଟି ପକ୍ଷରୁ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ଜଣାପଡିଛି I ପ୍ରକାଶ ଥାଉକି ଏହି ଯୁବକ ମାନେ ବାରମ୍ବାର ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଅସଭ୍ୟ ବ୍ୟବହାର କରିବା ସହିତ ଅଶାନ୍ତ ପରିବେଶ ଶୃଷ୍ଟି କରୁଛନ୍ତି I ଯାହା ଫଳରେ ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ବ୍ୟବସାୟ କରିବା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ତେଣୁ ଉକ୍ତ ଘଟଣାକୁ ନେଇ ତଦନ୍ତ କରିବା ସହିତ ବାରମ୍ବାର ଏହି ଭଳି ବିଶୃଙ୍ଖଳା ସୃଷ୍ଟି କରୁଥିବା ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୂଷ୍ଠାନ ଗ୍ରହଣ କରିବାକୁ ବରୀ ବଜାର କମିଟି ପକ୍ଷରୁ ଦାବି ହୋଇଛିବରୀ ।
ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0