।। ପଟାଙ୍ଗି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଜାଗାରେ ଭାରତ ବନ୍ଦ ।।

କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳିର ସୀମାନ୍ତ ଶୁଙ୍କି, ସେମିଲିଗୁଡା, କୁନ୍ଦୁଲି, ନନ୍ଦପୁର, ପଟ୍ଟାଙ୍ଗି, ଏବଂ ଦାମନଯୋଡି ଛକ ଅଞ୍ଚଳରେ ଆଜି ଭାରତ ବନ୍ଦ ସଫଳ ହୋଇଛି ,ଏସି ,ଏସଟି ,ମାନଙ୍କର କଟା ସଂରକ୍ଷଣ କରିଥିବାରୁ ସୁପ୍ରିମକୋର୍ଟ ରାଏକୁ ବିରୋଧ କରି ଆଜି ଜାତୀୟ ରାଜପଥ ଅବରୋଧ କରିଥିଲେ ଲକ୍ଷ୍ୟ ଲକ୍ଷ୍ୟ ,ଏସି,ଏସିଟି ମାନେ ଭାରତ ବନ୍ଦରେ ସାମିଲ ହୋଇ ସ୍କୁଲ କଲେଜ ପ୍ରତ୍ୟେକ ଅନୁଷ୍ଠାନ ସରକାରୀ କାର୍ଯ୍ୟାଳୟ ପୂରା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଜଣାପଡିଛି ଶାନ୍ତିପୂର୍ଣ୍ଣ ଭାବେ ।
କୋରାପୁଟ ରୂ ରୂପ ଖରା ଙ୍କ ରିପୋର୍ଟ First news Odia
What's Your Reaction?






