।। କୋରାପୁଟ ଜିଲ୍ଲା ପ୍ରଶାସନ ଓ ସି୍ୱାଇ ଏସଡ଼ି ସଂସ୍ଥା ତରଫରୁ ସ୍ଵଛତାହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Sep 30, 2024 - 18:57
 0  84
।। କୋରାପୁଟ ଜିଲ୍ଲା ପ୍ରଶାସନ ଓ ସି୍ୱାଇ ଏସଡ଼ି ସଂସ୍ଥା ତରଫରୁ ସ୍ଵଛତାହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଲଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ ପଂଚାୟତ ଅନ୍ତର୍ଗତ କେନ୍ଦୁଆଡା ଗ୍ରାମ ଠାରେ ୧୭ ତାରିଖରୁ ଆସନ୍ତା ଦୁଇ ତାରିଖ ଯାଏଁ ଚାଲିଥିବା ସ୍ଵଛତାହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନାବାଡି କର୍ମୀଙ୍କ ସମେତ ଗ୍ରାମବାସୀ ମଧ୍ୟ ସାମିଲ ହୋଇ ଏକ ସୋଭା ଯାତ୍ରାରେ ବାହାରି କେନ୍ଦୁଆଡା ଗ୍ରାମରେ ଅପରିଷ୍କାର ଥିବା ବିଭିନ୍ନ ସ୍ଥାନରେ ସଫେଇ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଏହି ଅଭିଯାନରେ ସିୱାଇଏସଡି ସଂସ୍ଥାର ବ୍ଲକ ସଂଯୋଜକ ଚିତରଂଜନ ଗୌଡ,ସିଆରପି କେତନ ମାଣ୍ଡିଙ୍ଗା, ଶ୍ୟାମଘନ ବିଶୋଇ ପ୍ରଭୁତି ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।

 ଲଷ୍ମୀପୂର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ