।। ଘଷିପୁରା ବ୍ଲକ କେଶଦୁରାପାଳ ତକ୍ଷଶୀଳା ଇଣ୍ଟରନେସଲାନ ବିଦ୍ୟାଳୟ ର ନିଆଁରା ପ୍ରୟାସ ରେ ଆଜି ଅଞ୍ଚଳ ବସୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।।

Oct 2, 2024 - 17:05
 0  12
।। ଘଷିପୁରା ବ୍ଲକ କେଶଦୁରାପାଳ ତକ୍ଷଶୀଳା ଇଣ୍ଟରନେସଲାନ ବିଦ୍ୟାଳୟ ର ନିଆଁରା ପ୍ରୟାସ ରେ ଆଜି ଅଞ୍ଚଳ ବସୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।।

ଏହି ସ୍ୱାସ୍ଥ୍ୟ ଶିବିର ରେ ଗରିବ ଲୋକ ମାନେ କଟକ ,ଭୁବନେଶ୍ୱର ଯାଇ ପାରୁ ନଥିବା ରୁ ପାଖରେ ସ୍ଵାସ୍ଥ୍ୟ ସେବା ପହଁଚେଇବା ପାଇଁ ତକ୍ଷଶିଳା ଇଣ୍ଟରନେସନାଲ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ହସ୍ପିଟାଲ ମିଳିତ ପ୍ରୟାସ ରେ ଏମ୍ସ ରୁ ଡାକ୍ତର ମାନେ ଆସି ମେଡିସିନ ,ଗ୍ୟାଇନିଂ,ସଜରି ,ପେଡିଆଟିକ ଅନ୍ୟ ବିଭାଗ ର ଡାକ୍ତର ମାନେ ଆସି ୪୬୦ ରୁ ଉର୍ଦ୍ଧ୍ବ ରୋଗୀ ଙ୍କୁ ଦେଖି ମେଡିସିନ ପ୍ରଦାନ କରିଥିଲେ ଏଥିରେ ଡାକ୍ତର ପ୍ରିତେସ୍ ପାରିଜାତ ,ଡ଼ ଋତୁପ୍ରନା ବିଶ୍ୱାଳ ,ଡ଼ ଭହର୍ମଂନ ବାରିକ ,ଡ଼ ଦେବାଶିଷ ରାୟ ,ଡ଼ ସଂଗ୍ରାମ କେଶରୀ ଦାସ ,ରଞ୍ଜିତ ଭଟ ଆସିଥିଲେ । ତକ୍ଷଶିଳା ଇଣ୍ଟର ନେସନାଲ ବିଦ୍ୟାଳୟ ର ଅଧ୍ୟକ୍ଷ ଆକାଶ ରଥ ଙ୍କ ଉଦ୍ୟମ ମାଗଣା ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଲୋକଙ୍କ ଚିକିତ୍ସା ହୋଇପାରିବ ଏହି ଶିବିର ରେ ହରି ପ୍ରସାଦ ମିଶ୍ର ,ବିଶ୍ଵନାଥ ଓଝା ,ସୁରେଶ ଚନ୍ଦ୍ର ନାୟକ ,ଦେବବ୍ରତ ଶତପଥୀ ,ସନ୍ତୋଷ କୁମାର ନାୟକ ,ଅବିନାଶ ଶତପଥୀ , ବଳରାମ ଆଚାର୍ଯ୍ୟ ,ରାଜେଶ ଜେନା ,ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଏବଂ କଟକ ସ୍ୱାସ୍ଥ୍ୟ ହସ୍ପିଟାଲ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ