।। ଖାଲ ରେ ପଡି ଜଙ୍ଗଲୀ ହାତୀ କଲବଲ. ହାତୀ କୁ ଖାଲରୁ ଉଦ୍ଧର କରିବାପାଇଁ ବନ ବିଭାଗ ତପ୍ତର ।।

Sep 30, 2024 - 11:57
 0  218
।। ଖାଲ ରେ ପଡି ଜଙ୍ଗଲୀ ହାତୀ କଲବଲ. ହାତୀ କୁ ଖାଲରୁ ଉଦ୍ଧର କରିବାପାଇଁ ବନ ବିଭାଗ ତପ୍ତର ।।

ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରଵ ବୃଦ୍ଧି ପାଉଥିବାବେଳେ, ହାତୀ ମଣିଷ ଲଢେ଼ଇରେ କେତେବେଳେ ହାତୀ ଜୀବନ ହରୁଛି ତ କେତେବେଳେ ମଣିଷ. ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି. ଜଙ୍ଗଲୀ ହାତୀ ପଲ ଯୋଗୁଁ ଅନେକ କ୍ଷ୍ୟୟକ୍ଷତି ଘଟୁଛି. ଆଜି ପୁଣି ଏକ ହାତୀ ଖାଲରେ ପଡି ବାହାରିବାକୁ ଚେଷ୍ଟା କରୁଛି ହେଲେ ବାହାରି ପାରୁନାହିଁ. ଘଟଣାଟି ଘଟିଛି କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପରାଲସିଙ୍ଗା ରୁ ସଅଁରାପଦର ରାସ୍ତାରେ. ସୂଚନା ଅନୁସାରେ ଏକ ହାତୀ ସେହି ଅଞ୍ଚଳରେ ଚଳପ୍ରଚଳ କରୁଥିବାବେଳେ ଏକ ଖାଲରେ ପଡି ଯାଇଛି ଓ ଖଳରୁ ବାହାରି ପାରୁନାହିଁ. ବନ ବିଭାଗ ଘଟଣା ସ୍ତଲ କୁ ଯାଇ ହାତୀ କୁ ଖାଲରୁ ବାହାର କରିବାପାଇଁ ଚେଷ୍ଟା ଜାରି ରଖିଛି ।

 ଭବାନୀ ପାଟଣା ବ୍ଲକ୍ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ