ପ୍ରଧାନମନ୍ତ୍ରୀ ଙ୍କ ୭୬ ତମ ଜନ୍ମ ଜୟନ୍ତୀ ଉତ୍ସବ l ନନ୍ଦପୁର ବ୍ଲକ ରୁ ୧୪ ହଜାର ଆଶ୍ରିବାଦ୍ ଦୀପ ପ୍ରଜ୍ଜ୍ୱଳନ
ନନ୍ଦପୁର, ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୬ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶ ରେ ଆଶ୍ରିବାଦ୍ ଦୀପ ପ୍ରଜ୍ଜଳନ୍ କରାଯାଇ ଥିବା ବେଳେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ମଧ୍ୟ ମହାଆଡମ୍ବର ରେ ଏହି ଉତ୍ସବ ପାଳନ କରାଯାଇ ଛି l ନନ୍ଦପୁର ୨୩ ଗୋଟି ଗ୍ରାମ ପଞ୍ଚାୟତ ମିଶନ ଶକ୍ତି ପଞ୍ଚାୟତ ଜି ପି ଏଲ ଏ ଫ କାର୍ଯ୍ୟାଳୟ,ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ ମାନଙ୍କ ରେ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ଦୀପ ପ୍ରଜ୍ଜ୍ୱଳନ କରା ଯାଇଛି l ବ୍ଲକ ର ୨୩ ଗୋଟି ଗ୍ରାମ ପଞ୍ଚାୟତ ରେ ମୋଟ ୧୪ ହଜାର ମହିଳା ମାନେ ଆଶ୍ରିବାଦ୍ ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି l
ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0