।। ନିମ୍ନମାନର କାମ ସାଇଡି ୱାଲ ଫାଟି ଆଁ ।।

Aug 12, 2024 - 07:02
 0  130
।। ନିମ୍ନମାନର କାମ ସାଇଡି ୱାଲ ଫାଟି ଆଁ ।।

ବରୀ ବ୍ଲକ ମାଳଦା ଛକ ନିକଟରୁ ସଂଗୁଅ ଗଦେଇପୁର ଗ୍ରାମକୁ ଯାଇଥିବା ଆରଡ଼ି ରାସ୍ତା ମଝିରେ ଥିବା ପୋଲର ସାଇଡ ୱାଲର ଉଭୟ ପାର୍ଶ୍ୱ ଫାଟି ଆଁ କରିଛି ଏହି ରାସ୍ତା ଦେଇ ସ୍କୁଲ କଲେଜ ହାଟ ବଜ଼ାର ମେଡିକାଲକୁ ଲୋକମାନେ ଯାତାୟାତ କରିବା ଜରୁରୀ ସେବାଠାରୁ ଆରମ୍ଭ କରି ଦୁଇ ଚାରି ଚକିଆ ଯାନ ଯାତାୟାତ ପ୍ରତେକ ଦିନ ହେଇଥାଏ ପୋଲ ଉଭୟ ପାର୍ଶ୍ୱ ବିପଦ ଅବସ୍ଥା ଅଛି କେତେବେଳେ ଭାଙ୍ଗି ଯିବାର ସମ୍ଭାବନା ରହୁଛି ଲୋକମାନେ ଯିବା ଆସିବା କରିବା ଭୟ କରୁଛନ୍ତି ତୁରନ୍ତ ଏହି ଆରଡ଼ି ରାସ୍ତାର ପୋଲର ଉଭୟ ପାର୍ଶ୍ୱ ସାଇଡ଼ ୱାଲକୁ ମରାମତି ସାଧାରଣରେ ଦାବି ହେଇଛିବରୀ ।

ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ