।। ଦେଶୀ ମଦ ଜବତ ।।

Sep 25, 2024 - 03:01
 0  171
।। ଦେଶୀ ମଦ ଜବତ ।।

ଅବକାରୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳ,ମାନ୍ୟବର ଜିଲ୍ଲାପାଳ ନବରଙ୍ଗପୁର ଶ୍ରୀ ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା ଓ ଅବକାରୀ ଅଧୀକ୍ଷକ ଶ୍ରୀ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ଶ୍ରୀ ଦିଲ୍ଲୀପ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତା:୨୪,୦୯,୨୦୨୪ ରିଖ ଦିନ ଅବକାରୀ ବିଭାଗ ନବରଙ୍ଗପୁରର ଅଧିକାରୀମାନେ ନବରଙ୍ଗପୁର ଥାନା ଅନ୍ତର୍ଗତ ବିଭିନ୍ନ ଜାଗାରେ ଅବକାରୀ ପଇଁତରା କରୁଥିବା ସମୟରେ କୁର୍ଲୁଘାଟି ଗ୍ରାମର ମଙ୍ଗୁ ଜାନି ନାମକ ଏକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକାଇ ବିଧିମତେ ତଲାସି କରି ୧୭ ଲିଟର ଦେଶୀ ମଦ ଜବତ କରି କେସ ରୁଜ୍ଜୁ କରିଥିଲେ ଠିକ୍ ସେହିପରି ଚୁଟିଆଗୁଡ଼ା ଗ୍ରାମର ଏକ ବ୍ୟକ୍ତି ଧନ ହରିଜନକୁ ସନ୍ଦେହରେ ଅଟକାଇ ବିଧିମତେ ତଲାସି କରି ୧୫ ଲିଟର ଦେଶୀ ମଦ ଜବତ କରି କେସ ରୁଜ୍ଜୁ କରିଥିଲେ ଏବଂ ସମ୍ପୃକ୍ତବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରିଥିଲେ,ଏହି ଚଢାଉରେ ଏସ୍ ଆଇ ସୁଜିତ୍ କୁମାର ନାଗ, ଅବକାରୀ ସିପାହୀ ସଦାଶିବ ଭତରା, ଉମେଶ ହରିଜନ, ରଞ୍ଜି ଜାନି, ରିଶମା ସୁନା, ଉତ୍ତମ ମହାକୁଡ, ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ