।। ନବରଙ୍ଗପୁର ର ପୂର୍ବତନ ଭୋଲି ବଲ ଖେଳାଳୀ, ପ୍ରଧାନ ଶିକ୍ଷକ ଙ୍କ ଇହଧାମ ।।

ନବରଙ୍ଗପୁର ସହର ର ପୂର୍ବତନ ଭୋଲି ବଲ ଖେଳାଳି, ପ୍ରଧାନ ଶିକ୍ଷକ ଓ ସମସ୍ତଙ୍କ ଅତି ପ୍ରିୟ ଗୌର ନାୟକ ବଡ଼ ହରିଜନ ସାହି ନବରଙ୍ଗପୁର ଗତ ତା ୦୫,୧୦,୨୦୨୪ ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଇହଧାମ ତ୍ୟାଗ କଲେ ! ଏହି ଖବର ଶୁଣି ସହର ର, ସାଙ୍ଗସାଥି, ସାହି ବାସିନ୍ଦା ଶୋକପ୍ରକାଶ କରୁଛନ୍ତି
। ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






