ଝରୀଗାଁ ରେ ଗୁଳିମାଡ଼ ଘଟଣା

Nov 17, 2024 - 19:24
 0  13
ଝରୀଗାଁ ରେ ଗୁଳିମାଡ଼ ଘଟଣା

ଝରିଗାଁ ତାରିଖ : ୧୭,୧୧,୨୦୨୪ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅଧୀନରେ ଥିବା ବାସୁଦେବ ଗୁଡା ଠାରେ ଗୁଳିମାଡ଼ ଘଟଣା ଘଟିଥିବା ଦେଖିବାକୁ ମିଳିଛି ! ଗୁଳିମାଡ଼ ରେ ଗୁରୁତର ଡମନା ଭତ୍ରା ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା ସେଠାରେ ପ୍ରାଥମିକ ଚିକତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ! ଖବର ସଂଗ୍ରହ ସୁଦ୍ଧା ଗୁଳିମାଡ଼ ର କାରଣ ଅସ୍ପଷ୍ଟ ଥିବା ବେଳେ ଡମନା କୁ ଆକ୍ରମଣ କରିଥିବା କପୁରଭତ୍ରା କୁ ପୋଲିସ ଗିରଫ କରିଛି ତେବେ ଅଭିଯୁକ୍ତ ଠାରୁ ବନ୍ଧୁକ ଜବତ କରାଯାଇ ନାହିଁ ! ପୋଲିସ ଏହାର ସନ୍ଧାନ ଜାରି ରଖିଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ