ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟାଳୟ

Jul 3, 2026 - 18:59
 0  54
ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟାଳୟ

ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟାଳୟ (ଷ୍ଟାଟିଷ୍ଟିକାଲ ଡିପାଟ ମେଣ୍ଟ), ବାରିପଦା ତରଫରୁ ସ୍ୱଚ୍ଛତା ଉପକରଣ ବିତରଣ। ବାରିପଦା ସହରର ପ୍ରତ୍ୟେକ ward କୁ ବୁଲିବୁଲି ଲୋକଙ୍କୁ ସଚେତନ କରିବା ସହିତ ବର୍ଷାଦିନରେ ରୋଗ ଦାଉରୁ ରକ୍ଷାପାଇବା ପାଇଁ ସଚେତନା ର ସନ୍ଦେଶ ବାଣ୍ଟିଲେ ବିଭାଗିୟ କର୍ମୀମାନେ। ସ୍ୱଚ୍ଛତା ପ୍ରତି ଭାରତର ପ୍ରଧାନମନ୍ତ୍ରୀର ଗୁରୁତ୍ଵଏବଂ ଭାରତ କୁ ସ୍ୱଚ୍ଛତାର ଆଉ ଦୁଇ ପାଦ ଆଗକୁ ନେବାପାଇଁ ଏହା ଏକ ବଡ଼ ପ୍ରୟାସ । । ସାଧାରଣତଃ ସ୍ୱଛତା ଅଦ୍ଭାବରୁ ବିଭିନ୍ନ ପ୍ରକାର ରୋଗରେ ପଡ଼ି ଆକାଳରେ ବହୁମୂଲ୍ୟବାନ ଜୀବନ ହାନୀ ଭାରତରେ ଦେଖି ବାକୁ ମିଳୁଥିଲା ମାତ୍ର ପ୍ରଧାନମନ୍ତ୍ରୀ ଙ୍କର ପ୍ରୟାସରେ ଆଜି ସ୍ୱଛତା ଆଜି ସହରଠାରୁ ଗ୍ରାମ ଭିମୁଖି । ଏହାଦ୍ୱାରା ସମାଜ ସୁସ୍ଥ ରହିବା ସହିତ ଭାରତ ମଧ୍ୟ ଏକ ସ୍ଵଚ୍ଛ ଭାରତ ନିର୍ମାଣରେ ସହାୟକ ହୋଇପାରିବ । ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ