।। କିସାନ କୁଳଦୀପ ଜେଲ୍ ରୁ ମୁକୁଳିବା ଦିନ ଚକ୍ର ଖିଲଙ୍କୁ ପଞ୍ଚଡା ଗ୍ରାମର ଧକାନ ପାଖରେ ମାଡ଼ ମାରିଲେ ଦୁଇ ଜଣ ।।

Jan 12, 2024 - 21:09
 0  43
।। କିସାନ କୁଳଦୀପ ଜେଲ୍ ରୁ ମୁକୁଳିବା ଦିନ ଚକ୍ର ଖିଲଙ୍କୁ ପଞ୍ଚଡା ଗ୍ରାମର ଧକାନ ପାଖରେ ମାଡ଼ ମାରିଲେ ଦୁଇ ଜଣ ।।

କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ,ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ଚେରଙ୍ଗ ଗୁଡ଼ା ଗ୍ରାମର ସ୍ବର୍ଗତ ମଦନ କୁଳଦୀପଙ୍କ ପୁଅ କିସାନ କୁଳଦୀପ,ଜେଲ୍ ରୁ ମୁକୁଳିବା ତା:-11/01/2024 ଗୁରୁବାର ଦିନ ଦସମନ୍ତପୁର ଥାନରୁ ଫେରୁଥିବା ସମୟରେ ,ଠାକୁର କୁଳଦୀପ, ସୁରେନ୍ଦ୍ର କୁଳଦୀପ, ଚକ୍ର ଖିଲ ଏମାନେ ପଟ୍ଟା ଧାରୀଙ୍କୁ ଛାଡ଼ିବା ପାଇଁ ପଞ୍ଚଡା ଗ୍ରାମରେ ଯାଇ ଫେରିବା ସମୟରେ କିଛି କଥା କଟା କୁଟି ହେବା ପରେ ଉକ୍ତ ଝଗଡ଼ା ହେଇଥିଲା ।ତେବେ ଉକ୍ତ ଝଗଡ଼ା ରେ ମାଡ଼ ଖାଇ ଥିବା ଚକ୍ର ଖିଲ ଘରକୁ ଫେରିବା ପରେ ତାଙ୍କୁ ମାଡ଼ ହେଇଥିବା କ୍ଷତ, ବିଖ୍ୟାତ ଚିନ୍ହ ଦେଖାଇବା ସହ ସେଥିରୁ କେମିତି ବିକଳରେ ଜୀବମ ବଞ୍ଚାଇ ଆସିଥିଲେ ତାହା ଗ୍ରାମ ବାସୀଙ୍କ ଆଗରେ ଜଣେଇଥିଲେ ।ଏବଂ ତାଙ୍କୁ ଠାକୁର କୁଳଦୀପ ଧରିବାରୁ ସୁରେନ୍ଦ୍ର କୁଳଦୀପ ନିର୍ଧୁମ ମାଡ଼ ମାରିଥିବା ଜଣେଇ ଥିଲେ ।ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣିବା ପରେ ଗ୍ରାମବାସୀମାନେ ମଧ୍ୟ କୌଣସି ସମାଧାନ କରିବାରେ ସକ୍ଷମ ହେଇ ପାରିଲେ ନାହିଁ କାରଣ ଘଟଣାର ମୁଖ୍ୟ ଭାବରେ କହିବାକୁ ହେଲେ ଗଣ୍ଡଗଲ ହେଇଥିବା ତିନିଜଣ ବ୍ୟକ୍ତି ମାନେ ନିଜ ନିଜର ବନ୍ଧୁ ବନ୍ଦବ ଅଠନ୍ତି ।ଏହି ଘଟଣା ର ଶେଷରେ ରାତ୍ରୀ ପ୍ରାୟ ୧୦ଘଟିକା ସମୟରେ ଗ୍ରାମର ମୁନା ମୁଦୁଲି, ବିଶୁ ମୁଦୁଲି,ଧନପତି ଜାନୀ,ପର୍ଦେଶୀ ଜାନୀ,ସୁବାଷ ଖିଲ, ବିଶ୍ୱନାଥ ଖିଲ ଏହି ବ୍ୟକ୍ତି ମାନଙ୍କ ଘର ସମ୍ମୁଖରେ ଥିବା ରାସ୍ତା ଉପରେ ପ୍ରାୟ ୧:ଘଣ୍ଟା ୩୦ମିନିଟ ସମୟ ଧରି ଲୋକ ଠୁଳ ହେଇକି ରହିଥିଲେ ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ